Browsing daily archive

January 22, 2021

ପୁଣି କଳାପଲସର ଆତଙ୍କ , ମହିଳାଙ୍କଠୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୨-୧(ଏସ୍‌ଏସ୍‌ଏନ୍‌) ପ୍ରାତଃ ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ଦିନ ଲୁଟ୍‍ର ଶୀକାର ହେଉଛନ୍ତି । ଏହା ଏକ ନୀତିଦିିନିଆ ଘଟଣାରେ ପରିଣତ ହୋଇଗଲାଣି । ଅପରାଧୀମାନେ ଆଖି ପିଛୁଳାକେ ସୁନା ଚେନ ଝାମ୍ପି ନେବା ସହ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହିଭଳି ଘଟଣା ପ୍ରତ୍ୟେକ ଦିନ ରାଜଧାନୀର ଅନେକ ଥାନା ଅଞ୍ଚଳରେ ଘଟିଛି ଏବେ ବି ଘଟୁଛି । ଏହିଭଳି ଜଣେ ମହିଳା ପୁଣି ଲୁଟ୍‍ର ଶୀକାର ହୋଇଛନ୍ତି । ଲୁଟ୍‍ର ଶୀକାର […]

ସପ୍ତାହକ ଭିତରେ ୧ ଲକ୍ଷ କୋଭାକ୍ସିନ ଡୋଜ୍ ଆସିବ

ଭୁବନେଶ୍ବର,୨୨/୧(ଏସଏସନୁଯୁଜ)ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ ବୋଲି ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏଣିକି ସିଏଚ୍‌ସିରେ ମଙ୍ଗଳ, ବୁଧ, ଶୁକ୍ରବାର ଟିକା ଦିଆଯିବ । ରବିବାର ବନ୍ଦ ର୍ସହିବା ସହ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକ।ଦିଆଯିବ ବୋଲି ସୂଚନା ଦେଲେ।

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି

ଭୁବନେଶ୍ବର,୨୨/୧(ଏସଏସନୁଯୁଜ) ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି । ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ନାୟକଙ୍କୁ ନିଯୁକ୍ତ କରିଛନ୍ତି । ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମହାନିର୍ଦ୍ଦେଶକ (ମୁଖ୍ୟ ଏକାଡେମିକ୍ ଅଫିସର) ଭାବରେ କାର୍ଯ୍ୟ କରୁଛନ୍ତି।

ପୁଣି IPLରେ ଖେଳିବେ ଓଡିଆ ଖେଳାଳି

ଭୁବନେଶ୍ବର ,୨୨/୧(ଏସଏସନିୟୁଜ)ପୁଣି ସାମିଲ ହେବେ ଓଡିଆ ଖେଳାଳି I IPLରେ ଖେଳିବେ I ଏଥି ପାଇଁ BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA I ସେହିଓଡିଆ ଖେଳାଳି ହେଉଛନ୍ତି ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ I ଏମାନଙ୍କ ନାଁ ସୁପାରିସ କରାଯାଇଥିବା ନେଇ ସୂଚନା ଦେଲେ OCA CEO ସୁବ୍ରତ ବେହେରା I

ବାରଙ୍ଗ ପ୍ରେସ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳଣ

ବାରଙ୍ଗ-୨୨/୧(ଏସଏସଏନ୍)ସଡକ ସୁରକ୍ଷା ଜୀବନ ରକ୍ଷା , ଏହି ବାର୍ତା ନେଇ ଆଜି ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳଣ କରିଛନ୍ତି । ପ୍ରେସ୍ କ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତରେ କମଳା କାନ୍ତ ନାୟକ ,  କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରକାସ ଚନ୍ଦ୍ର ସାହୁ ,ତ୍ରିଲୋଚନ ଦାସ,  ତୁସାର କାନ୍ତ ବେହେରା , ଲୋଚନ ମୁଦୁଲି ,ସୁକାନ୍ତ ବେହେରା ,ପ୍ରସାନ୍ତ ସାହୁ ,ଦେବେନ୍ଦ୍ର ବେହେରା ,ସଗ୍ରାମ କିଶୋର ଦାସ […]

ଆଜିର ରାଶିଫଳ

ପୌଷମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଓ କଲମ ଭକ୍ଷଣ ନିଷେଧ ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିୟଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ […]

ଆଜିର ଅନୁଚିନ୍ତା

➡️ଭୁଲ ଉପାୟ ଅବଲମ୍ବନ କରି ସଫଳ ହେବା ଅପେକ୍ଷା ଏହା ଭଲ ସଠିକ୍ ମାର୍ଗରେ କାମ କରିବାରେ ବିଫଳ ହେବା। ➡️ସଂଗ୍ରାମ ଯେତେ କଷ୍ଟକର ହୋଇଥାଏ,ବିଜୟ ମଧ୍ୟ ଚମତ୍କାର ହିଁ ହୋଇଥାଏ। ➡️ପ୍ରଶଂସା ସହିତ ତରଳି ଯାଅ ନାହିଁ,ଏବଂ ସମାଲୋଚନାରେ କିଛି କୁହନ୍ତୁ ନାହିଁ। ➡️କେବଳ ସ୍ୱପ୍ନ ସହିତ କିଛି ହୁଏ ନାହିଁ ପ୍ରୟାସ ଦ୍ୱାରା ସଫଳତା ହାସଲ ହୋଇଥାଏ ➡️ପ୍ରତ୍ୟେକ ନୂଆ ଦିନ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଭଲ ସୁଯୋଗ ➡️”ଯେଉଁମାନେ […]

୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ । ୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ । ୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ । ୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି […]