Browsing daily archive

January 26, 2021

୭୨ ତମ ସାଧାରଣତନ୍ତ୍ର ଦିବସପାଳିତ

ଭୁବନେଶ୍ବର,୨୬/୧(ଏସଏସନିୟୁଜ) ୭୨ ତମ ସାଧାରଣତନ୍ତ୍ର ଦିବସ ଓଡିଶା ମିଡିଆ ୱେଲ୍ ଫେୟାର ଆସୋସିଏସନ (ଓଏମ ଏ) ପକ୍ଷରୁ ରଘୁନାଥପୁର କାର୍ଯ୍ୟ।ଳୟଠାରେ ପାଳିତ ହୋଇଯାଇଛି । ଆସୋସିଏସନର ରାଜ୍ୟ ସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିବାବେଳେ ଆସୋସିଏସନର ଉପସଭାପତି ସଞ୍ଜୟ ମହାନ୍ତି,କମଳାକାନ୍ତ ନାୟକ,ନିରଞ୍ଜନ ରେଡି,ପ୍ରମୁଖ ଉପସ୍ତିତ ଥିଲେ। ବାରଙ୍ଗ ପ୍ରେସ କ୍ଲବ କାର୍ଯ୍ୟ।ଳୟଠାରେ କ୍ଲବର ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ ପତାକା ଉତୋଳନ କରିଥିବାବେଳେ ପ୍ରକାଶ ଚନ୍ଦ୍ର ସାହୁ,କମଳାକାନ୍ତ ନାୟକ,କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଗୌତମ କୁମାର ରାଉତ ,ଦେବେନ୍ଦ୍ର ନାଥ […]

ଆଜିର ରାଶିଫଳ

ଜାନୁଆରୀ ୨୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ପୌଷମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ,କନ୍ୟା ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ବିରି ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ […]

ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ

୧-ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି ଦିଆଯାଇଛି। ୨-ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍ । ୩-ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ ଶିଳ୍ପୀ ସୁଦର୍ଶନ ସାହୁ […]

ଆଜିର ଅନୁଚିନ୍ତା

➡️ତୁମର ଖୁସି ହିଁ ତୁମର ଶତ୍ରୁମାନଙ୍କ ପାଇଁ ସବୁଠାରୁ ବଡ଼ ଦଣ୍ଡ। ➡️ମୁଁ ସର୍ବୋତ୍ତମ, ଏହା ଆତ୍ମବିଶ୍ୱାସ,କିନ୍ତୁ ମୁଁ ଶ୍ରେଷ୍ଠ, ଏହା ଅହଂକାର। ➡️ଛୋଟ ଛୋଟ ଖୁସୀ ହିଁ ଜିଇଁବାର ସାହାରା ହୋଇଥାଏ।ଇଚ୍ଛା ବିଷୟରେ କ’ଣ ଅଛି କ୍ଷଣ କ୍ଷଣ ରେ ପରିବର୍ତ୍ତନ ହୋଇଥାଏ ➡️ଯଦି ଆମେ କିଛି କଳ୍ପନା କରିପାରିବା,ଏହି କଳ୍ପନାକୁ ସାକାର ମଧ୍ୟ କରିପାରିବା। ➡️ତୁମର ପ୍ରତ୍ୟେକ ସ୍ୱପ୍ନ ସାକାର ହୋଇପାରେ,ଯଦି ତୁମେ ଏହାକୁ ପାଇବାକୁ ସାହସ କରୁଛ। ନୀତିବାଣୀ ➡️ଫୁଲର ସୁଗନ୍ଧ ପବନ […]