Browsing daily archive

February 4, 2021

ବାରଙ୍ଗରୁ ନିଖୋଜ,ହଂସୁପାଳରୁ ଉଦ୍ଧାର

ବାରଙ୍ଗ ୪/୨ଏସ ଏସ ନିୟୁଜ( )ବାରଙ୍ଗ ପୁରୀ ମୁଖ୍ୟ କେନାଲ କୁ ଶୌଚ ହେବା ପାଇଁ ଆସି  ନିଖୋଜ ହୋଇଥିବା ବୃଦ୍ଧ ଙ୍କ ମୃତ ଶରୀର ଆଜି ଉଦ୍ଧାର ହୋଇଛି ।ବୃଦ୍ଧ ଜଣକ ହେଉଛନ୍ତି ବାରଙ୍ଗ ପଞ୍ଚୁପାଳ ଗ୍ରାମର ଋଷି ଭୋଇ(୭୫)।ଘଟଣାରୁ ପ୍ରକାଶ ଯେ,ବୃଦ୍ଧ ଜଣକ ପ୍ରତିଦିନ ଭୋରରୁ ଗ୍ରାମ ନିକଟ କେନାଲକୁ ଶୌଚ ହେବା ପାଇଁ ଆସନ୍ତି।ସେହିଭଳି ବୁଧବାର ଭୋର ୫.୩୦ ସୁଦ୍ଧା ମଧ୍ୟ କେନାଲ କୁ ଶୌଚ ହେବାପାଇଁ ଆସିଥିଲେ।ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ […]

ବାରଙ୍ଗରେ ଦିଆଗଲା କୋରୋନା ଟିକା

ବାରଙ୍ଗ୪/୧(ଏସଏସନିୟୁଜ) ଗୁରୁବାର ଦିନ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାରଙ୍ଗ ଅଞ୍ଚଳର ବହୁ ସ୍ବାସ୍ଥ୍ୟକର୍ମୀ ଙ୍କ ସମେତ ମହିଧରପଡା ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ କୋରୋନା ଟିକା ଦିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ଼ା ମିନାକ୍ଷୀ ମାରାଣ୍ଡି ଏହାର ଶୁଭାରମ୍ଭ କରିବା ସହ ନିଜେ ଟିକା ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ପ୍ରଥମେ ଭଲଭାବରେ ସାନିଟାଇଜ୍ କରାଯିବା ପରେ ଟିକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହି ଟୀକାକରଣ ରେ ୧୨୨ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ।ଏହି […]

ପୁଣି ପ୍ରକାଶ ପାଇବ ‘ଛବିଳ ମଧୁ ବର୍ଣ୍ଣବୋଧ’

ଭୁବନେଶ୍ବର:୪/୨(ଏସଏସଏନ୍) ଦୂର ହୋଇଛି ବିବାଦ।ପୁଣି ପ୍ରକାଶ ପାଇବ  ‘ଛବିଳ ମଧୁ ବର୍ଣ୍ଣବୋଧ’ ।ଏହି ଦାୟିତ୍ବ ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଦେଇଛି। ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ। ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା ୨୦୧୪ରୁ ଏନେଇ ବିବାଦ ଦେଖା ଦେଇଥିବାବେଳେ ୨୦୧୮ରେ […]

ଭୁବନେଶ୍ୱର,୪/୨(ଏସଏସନିୟୁଜ) ପୁଣି କମିସିନେରେଟ ପୋଲିସ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାସ୍ତା କଡରୁ ମିଳିଛି  ଜଣେ  ଯୁବତୀଙ୍କ ମୁଣ୍ଡ ବିହୀନ ମୃତ ଶରୀର। ଚନ୍ଦକା ଥାନା ଅଧୀନସ୍ତ ଅନ୍ଧାରୁଆର ଦାସପୁରୁ ଗାମୁଣ୍ଡ ରାସ୍ତା କଡ଼ ନିଛାଟିଆ ଜାଗାରେ  ଯୁବତୀଙ୍କର ମୁଣ୍ଡ ବିହୀନ ଶବ ପଡିଛି (କଟା ମୁଣ୍ଡ ମୃତ ଶରୀର )। ଯୁବତୀଙ୍କର ବୟସ ୨୫/୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଏହା […]

ଚନ୍ଦକାରେ ମର୍ଡର !ପୋଲିସ ର ତନାଘନା

ଚନ୍ଦକା-୪/୨(ଏସଏସଏନ୍)ଚନ୍ଦକାରେ ମର୍ଡର !ଏହି ଖବର ଗୁରୁବାର ସକାଳୁ ସକାଳୁ ପ୍ରଘଟ ହେବା ପରେ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ରୁ ପ୍ରକାଶ , ଭୁବନେଶ୍ୱର ଉପ କଣ୍ଠ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ର ଦାସପୁରୁ ରାସ୍ତା କଡ଼ ନିଛାଟିଆ ଜାଗାରେ ଏକ ଯୁବତୀ ର ମୁଣ୍ଡ ବିହୀନ ସବ ପଡିଛି, (କଟା ମୁଣ୍ଡ ମୃତ ଶରୀର )। ବିଳମ୍ବିତ ରାତିରେ ଏ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି […]

ଏଣିକି ରାସ୍ତାରେ ଛେପ ପକାଇଲେ…

୧-ସାବଧାନ!! ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ VALENTINES GIFT ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା । ୨-ବୈଠକ ସମୟରେ ଶୋଷ ଲାଗିବାରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ ବିଏମସିର ବରିଷ୍ଠ ଅଧିକାରୀ .ଘଟଣାଟି ଘଟିଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟି କମିସନର ରମେଶ ପାୱାରଙ୍କ ସହ। ୩-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ […]

ଆଜିର ଅନୁଚିନ୍ତା ତାରିଖ

➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ସହ ତାଳ ଦେଇ ବଞ୍ଚିବାକୁ ପଡିଥାଏ । ➡️ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ➡️କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ । ➡️ପୂରଣ ହେଉ କିମ୍ବା ନ […]

ଆଜିର ରାଶିଫଳ

ଫେବୃଆରୀ ୦୪ ତାରିଖ ୨୦୨୧ ମସିହା(ଗୁରୁବାର),ମାଘମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡିଆ ଭକ୍ଷଣ ନିଷେଧ ।  ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ […]