ମୁଣ୍ଡବିହିନ ମହିଳାଙ୍କ ଶବ ମିଳିବା ଘଟଣାରୁ ଉଠିଲା ପରଦା , ମିଳିଲା କଟା ମୁଣ୍ଡ ଓ ପରିଚୟ ,୨ ଅଭିଯୁକ୍ତ ଗିରଫ
ଭୁବନେଶ୍ବର:୧୧/୨(ଏସଏସଏନ୍)କିଛି ଦିନ ବ୍ୟବଧାନ ପରେ ବହୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୁଣ୍ଡବିହିନ ମହିଳାଙ୍କ ଶବ ଉପରୁ ପରଦା ହଟିଛି । ମହିଳାଙ୍କ ପରିଚୟ ମିଳିଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ । ପ୍ରକାଶ ଯେ ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ […]