Browsing daily archive

February 12, 2021

ଆଜିର ରାଶିଫଳ

ଫେବୃଆରୀ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ପ୍ରତିପଦ ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପାଣିକଖାରୁ ଓ ବୋଇତିିକଖାରୁ ଭକ୍ଷଣ ନିଷେଧ । ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ:-ଆଜି ଆପଣଙ୍କର ସାହାସ ଏବଂ […]

ଆଜିର ଅନୁଚିନ୍ତା

➡️ଯିଏ ନିଜର ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛି, ସେ ନିଜର ବର୍ତ୍ତମାନ ନଷ୍ଟ କରିବା ଉଚିତ୍ ନୁହେଁ ➡️କେବଳ ଟଙ୍କା ନଷ୍ଟ କରି ତୁମେ ଟଙ୍କା ପାଇବ ନାହିଁ, କିନ୍ତୁ ସମୟ ନଷ୍ଟ କରି ତୁମେ ତୁମର ଜୀବନର ଏକ ଅଂଶ ହରାଇବ ➡️ଯେଉଁମାନେ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ଏହା ଶତ୍ରୁ ପରି କାର୍ଯ୍ୟ କରେ ➡️ତୁମର ଜରୁରୀ କାର୍ଯ୍ୟ କର, କାରଣ ପ୍ରକୃତରେ କାମ କରିବା ନିଷ୍କ୍ରିୟତା ଅପେକ୍ଷା ଭଲ ➡️ଧୌର୍ଯ୍ୟ ବାନ ହୁଅ, […]

ବେଆଇନ କରତକଳ ଉପରେ ଚଡାଉ,୪ ଗିରଫ

ଡେଲାଙ୍ଗ୧୧/୨(ଏସଏସନିୟୁଜ) ଡେଲାଙ୍ଗରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ଚଡାଉ କରି ୧୦ ଖଣ୍ଡ ଶାଗୁଆନ କାଠ ଓ କର୍କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରିଛନ୍ତି ବନ ବିଭାଗ।ଜେନାପୁର ଗ୍ରାମ ପଞ୍ଚାୟତର ହାକପଡା ଗ୍ରାମ ମୁଣ୍ଡରେ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ବନବିଭାଗ ପକ୍ଷରୁ ଚଡାଉ କରାଯାଇ ୧୦ ଖଣ୍ଡ ଶାଗୁଆନ କାଠ ଓ କରତ କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରି ୪ଜଣଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ […]