‘ସୋମନାଥଙ୍କୁ ସୁମରିଲେ ମନେ’ ଭଜନ କ୍ୟାସେଟ ଉନ୍ମୋଚିତ
ବାରଙ୍ଗ,୧୬/୨(ଏସ୍ଏସ୍ନିୟୁଜ)ପବିତ୍ର ଶ୍ରୀ ପଂଚମୀ ଅବସରରେ ମା ଯୋଗମାୟାଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍ଚ୍ୟାନେଲ ପ୍ରାୟୋଜିତ ଶିବଙ୍କ ଉପରେ ଆଧାରିତ ଭଜନ ‘ସୋମନାଥଙ୍କୁ ସୁମରିଲେ ମନେ’ ନାମରେ ଭିଡିଓ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକଭାବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ,ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପରିଡା,ନନ୍ଦନକାନନଥାନା ଅଧିକାରୀ ବିଶ୍ୱରଞନସେନାପତି,ସତ୍ୟସନ୍ଧାନର ମୁଖ୍ୟସମ୍ପାଦକ ତ୍ରିଲୋଚନରାଉତ,ସାମ୍ବାଦିକ କମଳା କାନ୍ତରାଉତ ଓ ଜଗନ୍ନାଥଭଞ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଉନ୍ମୋଚନ କରିଛନ୍ତି । ଯୁବ ନିର୍ଦ୍ଦେଶକ ଶଶିକାନ୍ତନାୟକ ନିର୍ଦ୍ଦେଶନା ଦେଇଥିବାବେଳେ ବିଶ୍ୱଜିତ […]