Browsing monthly archive

February 2021

ବ୍ରହ୍ମପୁରରେ ବଣ୍ଟାହେଲା ‘ପରୀକ୍ଷା ଦର୍ପଣ

ବ୍ରହ୍ମପୁର,୬/୨(ଏସଏସନିୟୁଜ)ବ୍ରହ୍ମପୁର ସହରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବଣ୍ଟା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଭି.ଭି. ଗିରି ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ ‘ପରୀକ୍ଷା ଦର୍ପଣ’ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତି ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଆରତିବାଳା ପଟ୍ଟନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ପଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା […]

ଆଜିର ଅନୁଚିନ୍ତା

➡️ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ —- ➡️ଧନ , ଯୌବନ ଓ ଜୀବନ କେବେ ସ୍ଥାୟୀ ହୋଇନଥାଏ, ତଥାପି ଧନ ଥିଲେ ଲୋକେ ଗର୍ବି ହୁଅନ୍ତି, ଆଉ ଜୀବନ ଥିବା ଯାଏ ଲୋଭ କରନ୍ତି !! ➡️ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର […]

ଆଜିର ରାଶିଫଳ

ଫେବୃଆରୀ ୦୬ ତାରିଖ ୨୦୨୧ ମସିହା(ଶନିବାର),ମାଘମାସ-କୃଷ୍ଣପକ୍ଷ,ତିଥି-ନବମୀ,ନକ୍ଷତ୍ର-ଅନୁରାଧା,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ କଲମ ଶାଗ ଭକ୍ଷଣ ନିଷେଧ । ମେଷ-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ […]

ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍‌’,

ଖବର ଆଜିର,ତାରିଖ ୦୬-୦୨-୨୦୨୧ ଶନିବାର ୧- ମହଙ୍ଗାପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ ୨-କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । […]

ନକଲି ଜର୍ଦା ଜବତ ,ଦୁଇ ଅଟକ

ଖୋର୍ଦ୍ଧା:୫/୨(ଏସଏସଏନ୍) ଭୁବନେଶ୍ବର କଟକ ବହ୍ମପୁର ଅଞ୍ଚଳରୁ ନକଲି ଘିଅ ,ସସ୍ , ଜର୍ଦା ଜବତ ହେବା ପରେ ଆଜି ପୁଣି  ବେଗୁନିଆରୁ ବିପୁଳ ପରିମାଣରେ ନକଲି ଜର୍ଦା ଜବତ। ବେଗୁନିଆ ନୂଆ ସାହି ଏବଂ ବେଗୁନିଆ ଥାନା ପିଚୁକୁଳି ଅଞ୍ଚଳରେ STF ଟିମ ଓ ବେଗୁନିଆ ପୋଲିସ ମିଳିତ ଚଢ଼ାଉ କରି ନକଲି ଜର୍ଦା ଜବତ କରିବା ସହିତ ଦୁଇ ଜଣଙ୍କୁ ବେଗୁନିଆ ଥାନାରେ ଅଟକ ରଖିଥିବା ଜଣାପଡିଛି ।

ବ୍ରାଉନସୁଗାର ଜବତ ଜଣେ ଗିରଫ

ପିପିଲି :୫/୨(ଏସଏସଏନ୍)  ପିପିଲି ଅଞ୍ଚଳରେ  ବ୍ରାଉନସୁଗାର କାରବାର ଦିନ କୁ ଦିନ  ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସେନେଇ ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ କାଳନ୍ଦୀ ବୈଠାରୁ ଓରଫ କାଳିଆ (୨୫) ଓ ତାର ଘର ଉକ୍ତ ଦେବୀଗଳି ଭବାନୀପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତା’ ନିକଟରୁ ପୁଲିସ ୬.୫ ଗ୍ରାମ ବ୍ରାଉନସୁଗାର, […]

ଟିକା ନିଅ ନହେଲେ ଦରମା ବନ୍ଦ-ଜିଲ୍ଲାପାଳ

କଟକ:୫/୨(ଏସଏସଏନ୍)- ଟୀକା ନନେଲେ ଦରମା ବନ୍ଦ, ଏହେଉଛି କଟକ ଜିଲ୍ଲାପାଳଙ୍କ ଅଜବ ନିୟମ । ରାଜ୍ୟରେ କୋଭିଡ ଟୀକାକରଣରେ କଟକ ଜିଲ୍ଲା ପଛରେ ଥିବାରୁ ଏହା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଯାହାଫଳରେ ୧୦ ଫେବୃଆରୀ ସୁଦ୍ଧା ଟୀକା ନନେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କଟକ ଜିଲାପାଳ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ଦେଶରେ ଟୀକାକରଣ ସ୍ବେଚ୍ଛାକୃତ ହୋଇଥିବା ବେଳେ କେଉଁ ଆଧାରରେ କଟକ ଜିଲ୍ଲାପାଳ ବାଧ୍ୟତାମୂଳକ କରାଇଲେ ତାହା ବୃଦ୍ଧିଜୀବି ମହଲରେ […]

“କୁଟିଆ”ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର-୫/୨(ଏସଏସଏନ୍) ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଂଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ High Level ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଥିବା ସୂଚନା […]

ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ

ବାରଙ୍ଗ, ୪/୨(ଏସ୍‌ଏସ୍‌ନିୟୁଜ) ସାବଧାନ ରାସ୍ତାରେ ମାତିଛି ଖଣ୍ଡିଆଭୁତ । କାହାକୁ ଛାଡିବନାହିଁ ।ଯିଏ ଥରେ ଏହାର ପ୍ରକୋପର ଶିକାର ହେବ ପୁନରାୟ ଚିନ୍ତା କରିବାକୁ ବାଧ୍ୟ ହେବ ।ଆମେ ଏହି କଥା କହୁନାହୁଁ ,ଗ୍ରାମବାସୀମାନେ କହିବା ଆରମ୍ଭ କରିଛନ୍ତି ।ବଡବାବୁମାନଙ୍କ ଦାୟିତ୍ୱହିନତା ଓ ଖାମଖିଆଲ ମନୋଭାବ ଯୋଗୁ ଗ୍ରାମବାସୀମାନେ ଧୁଳିଧୁଷର ରାସ୍ତାଦେଇ ଯାତାୟତ କରୁଛନ୍ତି ।ଥରେ ଆସିଲେ ଏହି ରାସ୍ତାରେ ପୁନରାୟ ।ାସିବାକୁ ଉଚିତ ମନେ କରୁନାହାନ୍ତି ।ଏହିଭଳି କଥା ଏବେ ବାରଙ୍ଗବ୍ଲକ ଅର୍ନ୍ତଗତ କୁହ୍ନେଇପଡା ଗ୍ରାମ […]

ଆଜିର ଅନୁଚିନ୍ତା

➡️ଏକାଗ୍ରତା\” ଆଉ \”ଆତ୍ମବିଶ୍ବାସ\”ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ । ➡️ବନ୍ଧୁତ୍ବ କେବେବି ହଜି ଯାଏ ନାହିଁ,ହଜିଯାଏ ସେହି ମଣିଷଟି ଯିଏ ବନ୍ଧୁତ୍ବର ମୂଲ୍ୟ ଦେଇପାରେନା । ➡️ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ ।ଜୀବ ଯେଉଁ ସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ । ➡️ଜୀବନ ବୃକ୍ଷରେ କେତେ ଯେ ପତ୍ର, ଫୁଲ, ଫଳ ଫଳେ କେତେବେଳେ ଯେ ଝଡି ଯିବ ନିଜକୁ ବି […]