ସାବାସ ଖାନ
ବାରଙ୍ଗ,୭/୩(ଏସ୍ଏସ୍ନିୟୁଜ)ସାମାନ୍ୟ କେତେଟା ଟଙ୍କା ପାଇଁ ଭାଇ ଭାଇକୁ ମାରିବାକୁ ପଛାଉନଥିବାର ବହୁଳ ଦୃଷ୍ଟାନ୍ତ ରହିଛି ।କିନ୍ତୁ ରବିବାର ଦିନ ନନ୍ଦନକାନନରେ ଏକ ନିଆରା ଘଟଣା ଘଟିଛି । ୨ଭରି ଓଜନର ସୁନାଚେନ୍ ସହ ୨୨ଶହ ଟଙ୍କା ଭର୍ତି ମନିପର୍ସ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି ନନ୍ଦନକାନନର ବନପାଳ ଜି .ଏଫ୍ ଖାନ୍ ।ତାଙ୍କର ଏହି ବଦାନ୍ୟତା ପାଇଁ ସବୁଆଡୁ ତାଙ୍କୁ ସାବାସି ମିଳିଛି । ଘଟଣା ଥିଲା ଏହିପରି । ରବିବାରଦିନ ମଧ୍ୟାନ୍ନରେ ବ୍ରହ୍ମପୁର ଅଂଚଳର ଏକ […]