Browsing daily archive

March 11, 2021

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୧ ତାରିଖ ୨୦୨୧ ମସିହା(ଗୁରୁବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ, ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଓ ବିରି ଭକ୍ଷଣ ନିଷେଧ।  ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ […]

ମହଙ୍ଗା ପଡ଼ିଲା ଅର୍ଡର ବାତିଲ

ଖବର ଆଜିର,ତାରିଖ ୧୧-୦୩-୨୦୨୧ ଗୁରୁବାର ୧-ବେଙ୍ଗଲୁରୁ-ମହିଳାଙ୍କୁ ଅର୍ଡର ବାତିଲ କରିବା ମହଙ୍ଗା ପଡ଼ିଲା, ଘରକୁ ଆସି ନାକ ଫଟାଇଦେଲେ ଜୋମାଟୋ ଡେଲିଭରୀ ବଏ । ୨-ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ। ୩–ଅପ୍ରେଲ ମାସରେ ରବିବାର ସ୍କୁଲରେ ହେବନି ପାଠପଢା । ୪-ତୀରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ୫-ଶିମିଳିପାଳ ବନାଗ୍ନି ଅନୁଧ୍ୟାନ ପାଇଁ ୩ ଜଣିଆ […]

ଶିବରାତ୍ରି ର ମାହାତ୍ମ୍ୟ

ଯସ୍ୟେନ୍ଦ୍ରିୟାଣି ସର୍ବାଣି ଵର୍ତନ୍ତେ ଶିବକର୍ମସୁ ସ ନିସ୍ତରତି ସଂସାରେ ଭୁକ୍ତିଂ ମୁକ୍ତିଂ ଚ ବିଦନ୍ତି ଶିବ ଭକ୍ତିଯୁତୋ ମର୍ତ୍ତ୍ୟଶ୍ଚାଣ୍ଡାଳ ପୁଲ୍କସୋ€ପି ଚ ନାରୀ ନରୋ ବା ଚଣ୍ଡୋ ବା ଷଣ୍ଢୋ ଵା ସଦ୍ୟୋ ମୁଚ୍ୟେତ୍ ସଂସୃତେ ( ସ୍କନ୍ଦ ପୁରାଣ ବ୍ରାହ୍ମଖଣ୍ଡ ବ୍ରହ୍ମୋତ୍ତରଖଣ୍ଡ ଶ୍ଳୋକ ୪-୯/୧୦) ଯାହାର ସମସ୍ତ ଇନ୍ଦ୍ରିୟ ଶିବଙ୍କର ସେବାକର୍ମରେ ଭକ୍ତିଯୁକ୍ତ ଭାବେ ସମର୍ପିତ ସେ ନାରୀ ହେଉ କିମ୍ଵା ନର ହେଉ ଚାଣ୍ଡାଳ ହେଉ ପଶୁ ହେଉ ତାର ସଂସାର ଭୋଗରୁ ନିବୃତ୍ତି […]

ଆଜିର ନୀତିବାଣୀ

➡️ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି । ➡️କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ । ➡️ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ । ➡️ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ […]