ହୁଇଲ ଚେୟାରରେ ମମତା କରିବେ ପ୍ରଚାର
୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍, ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୨-ଆସନ୍ତା ୨୧ ରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ସ୍ତରୀୟ ସାହିତ୍ୟ ଆସର । ୩-ବିମାନ ଯାତ୍ରୀଙ୍କ ପାଇଁ କଡ଼ା ହେଲା କୋଭିଡ କଟକଣା – ମାସ୍କ ନ ପିନ୍ଧିଲେ ବିମାନବନ୍ଦରକୁ ପ୍ରବେଶ ନାହିଁ । ୪-ଆସନ୍ତା […]