Browsing daily archive

March 15, 2021

ଶିକାରୀ ଫେରାର ,ଧରାପଡିଲା ବାରହା ମାଂସସହ ସ୍କୁଟି

ନୟାଗଡ,୧୫/୩(ଏସ୍‌ଏସ୍‌ନିୟୁଜ)କୈାଶଳକ୍ରମେ ଖସିଗଲେ ଶିକାରୀ ।କିନ୍ତୁ ଛାଡିଦେଇଗଲେ ସନ୍ତକ ।ବନବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡିଲା ବାରହା ରନ୍ଧାମାଂସ ,ସ୍କୁଟି ଓ କେବୁଲ । ଏହି ଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଲଡୁ କିଶୋରପୁର ଶାସନ ରେ । ବାରହା ମାଂସ ସହ ରନ୍ଧାମାଂସ ବିକ୍ରି କରାଯାଇଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭାଗ କର୍ମଚାରୀମାନେ ଚଢାଉକରିଥିଲେ । କିନ୍ତୁ କୈାଶଳକ୍ରମେ ଖସି ଯାଇଥିଲେ ଶିକାରୀ ।ତେବେ ବନବିଭାଗ ହାତରେ ଓଡ଼ି ୩୩ ଡ଼ବ୍ଲୁ ୭୭୨୬ନଂ […]

ଗାଁରେ ପଶିଲା କୁଟ୍ରା

ବାରଙ୍ଗ,୧୫/୩(ଏସଏସନିୟୁଜ)ପୁଣି ଗାଁମୁହାଁ ଜଙ୍ଗଲି ପଶୁପକ୍ଷୀ ।ଜଙ୍ଗଲରେ ନିଆଁ ଲାଗିବା ହେଉ କିମ୍ବା ଖାଦ୍ୟର ଅଭାବ ହେଉ ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନେ ବାଧ୍ୟ ହୋଇ ଜଙ୍ଗଲରୁ ବାହାରି ଜନବସତିଆଡକୁ ମୁହାଁଉଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସୋମବାର ସନ୍ଧ୍ୟା ସମୟରେ ଗୋଡିସାହି ଫାଣ୍ଡି ଅଧିନସ୍ଥ ନରାଜଗ୍ରାମରେ ଦେଖିବାକୁ ମିଳିଥିଲା ।୫/୬ବର୍ଷର ଏକ ମାଇ କୁଟ୍ରାକୁୁ କିଛି ବୁଲାକୁକୁର କାମୁଡିବାକୁ ଗୋଡାଉଥିଲେ ।କୁଟୁରାଟି ନିଜକୁ ବଂଚାଇବାକୁ ପ୍ରାଣମୁର୍ଛା ଉଦ୍ୟମ ମଧ୍ୟ କରିଥିଲା ।ଶେଷରେ ନିରୁପାୟ ହୋଇ ଜନବସତି ଆଡେ ପଶିଯାଇଥିଲା । […]

ସାବଧାନ ! ରାସ୍ତାରେ ଝୁଲୁଛି ବିଦ୍ୟୁତ୍ ଖୁଣ୍ଟ

ବାରଙ୍ଗ:୧୫/୩(ଏସ ଏସ ନିୟୁଜ) ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଅଦରକାରୀ ଲାଇନ ଖୁଣ୍ଟ ଏବେ ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲିଟିଛି।ଦୀର୍ଘ ଦିନରୁ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗ ନୀରବଦ୍ରଷ୍ଟା ହୋଇ ବସି ରହିଛି। ପ୍ରକାଶ ଯେ ଗୋଡିସାହି ରୁ ବାରଙ୍ଗ ସଂଯୋଗ କରୁଥିବା ବାରଙ୍ଗ ପୁରୀ ମୁଖ୍ୟ କେନାଲ ରାସ୍ତା କଡ଼ରେ ଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି।ଟ୍ରାନ୍ସଫର୍ମର ବସାଯାଇଥିବା ଖୁଣ୍ଟ ଦୁଇଟି […]

ଖୁଣ୍ଟୁଣୀ ଓ ଟାଙ୍ଗିବନ୍ତ ଡାକ୍ତରଖାନାରେ ଆରମ୍ଭ ହେଲା କୋଭିଡ-୧୯ ଟୀକା

ଖୁଣ୍ଟୁଣି,୧୫/୩(ଏସ ଏସ ନିୟୁଜ) ଖୁଣ୍ଟୁଣି ଡାକ୍ତରଖାନାରେ ଆରମ୍ଭ ହୋଇଛି କୋଭିଡ ଟୀକା ପ୍ରଦାନ । ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଦିଲ୍ଲୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ସୁଧାଂଶୁ ପ୍ରିୟଦର୍ଶନୀ ଭୂୟାଁ ଟୀକା ପ୍ରଦାନ କରୁଥିବା ବେଳେ, ଏଥିରେ ସହଯୋଗ କରୁଛନ୍ତି ଡାଟା ଏଣ୍ଟ୍ରି ଅପରେଟର ଦିନେଶ୍ୱ କୁମାର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶିକା ନିର୍ମଳା ଦାସ , ମମତା ସାହୁ, ବିଷ୍ଣୁପ୍ରିୟା ବେଉରା, ପୂର୍ଣ୍ଣିମା ପ୍ରଧାନ, ଦିଲ୍ଲୀପ ସାହୁ ପ୍ରମୁଖ । ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଗୌରହରି […]

ମହିଳା ଥାନା ଖୋଜିବ କଙ୍କାଳ କାହାର

୧-ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି । ୨-ଆଜିଠାରୁ ୧୯ଯାଏ ‘କୃଷି ଓଡ଼ିଶା ୨୦୨୧’ ଭୁବନେଶ୍ୱରରେ ୫ ଦିନ ଚାଲିବ ମେଗା କୃଷି ପ୍ରଦର୍ଶନୀ । ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩-ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଆସନ୍ତା ୨୬ରୁ ଦୁଇଦିନିଆ ଗସ୍ତରେ ବାଂଲାଦେଶ ଯାଇ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ୪-ଏଣିକି କେଉଁ ଷ୍ଟେସନରେ […]

ଆଜିର ଅନୁଚିନ୍ତା

➡️ଧନ ରୋଜଗାର କରିବାର ଲାଳସା ସବୁରି ଅଛି । ➡️ଯାହା ପାଖରେ ଧନ ନାହିଁ ସେ ଚେଷ୍ଟା କଲେ ପାଇପାରେ। ➡️ମାତ୍ର ଯିଏ ମୂର୍ଖ ସେ ପରିଣତ ବୟସରେ ଶତଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ନିପୂଣ ହୋଇପାରେ ନାହିଁ ‘ସବୁ କିଛି ଶିକ୍ଷା କରିବାର ବୟସସୀମା ଅଛି । ➡️ନିଜଠାରୁ ବୟସ୍କ ଲୋକଙ୍କ ପାଖରେ ମିଛ କହିବା ଠିକ୍ ନୁହେଁ । ➡️ନିଜର ଜ୍ଞାତିବନ୍ଧୁ କୁଟୁମ୍ବ । ଭାଇ ବିରାଦରଙ୍କ ଆଗରେ ଛୋଟ ହୋଇ ରହିବା ଅପେକ୍ଷା […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୫ ତାରିଖ ୨୦୨୧ ମସିହା(ସୋମବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା , ନକ୍ଷତ୍ର-ରେବତୀ ,ଧନୁ ରାଶି ର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର,,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଓ ପୋଟଳ ଭକ୍ଷଣ ନିଷେଧ ।  ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ […]