Browsing daily archive

March 27, 2021

ହତ୍ୟାଧମକ ଦେଇ ବାପ ପୁଅ ହେଲେ ଗିରଫ

ଡେଲାଙ୍ଗ,୨୭/୩(ଏସ୍‌ଏସ୍ ନିୟୁଜ) ବାବା ବାଲୁଙ୍କେଶ୍ୱର ଦେବଙ୍କ ଭୋଗ ଖିଆ କୁ ନେଇ ହାକପଡା ଗ୍ରାମରେ ଉତେଜନା ଦେଖାଦେଇଥିଲା । ଏହି ଗ୍ରାମର ପ୍ରତାପ ସ୍ୱାଇଁ ନାମକ ବ୍ୟକ୍ତି ଠାକୁରଙ୍କ ଭୋଗଖିଆକୁ ବିରୋଧ କରିଥିବାବେଳେ କବିରାଜ ସ୍ୱାଇଁ ଏହାର ପ୍ରତିରୋଧ କରିଥିଲେ ।ଏଥିରେ ଉତକ୍ଷିପ୍ତହୋଇ ପ୍ରତାପ ସ୍ୱାଇଁ ଓ ତାଙ୍କ ପୁଅ ଜ୍ଞାନରଞ୍ଜନ ସ୍ୱାଇଁ ଗାଳିମନ୍ଦ କରିବା ସହ କବିରାଜ କୁ ହତ୍ୟା କରିବା ପାଇଁ ଧମକ ଦେଇଥିବାର ସେ ଡେଲାଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ । […]

କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା

କାକଟପୁର ,୨୭/୩(ଏସ୍‌ଏସ୍ ନିୟୁଜ) ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ମାଙ୍କର ଏହି ଯାତ୍ରାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । କିନ୍ତୁ କରୋନାପାଇଁ ଏହାଫିକା ପଡିବାକୁ ଯାଉଛି । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି କରିବାକୁ ନିଷ୍ପତି ହୋଇଛି । ଚଳିତ ମାସ ୩୦ ତାରିଖ ମଙ୍ଗଳବାର […]

ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ

ଭୂବନେଶ୍ୱର,୨୭/୩(ଏସ୍‌ଏସ୍ ନିୟୁଜ) ଏପ୍ରିଲ ଏକ ତାରିଖରୁ କଡ଼ାକଡ଼ି ହେବ ଚାଲାଣ କାଟି ବା । ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବ ।ଏଥର ଚାଲଣ କାଟିବେ ଗ୍ରାଜୁଏଟ୍ କ‌ନେଷ୍ଟବଳ ।ଏବେ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । କମିସନରେଟ୍ ପୁଲିସ ର ସୁପାରିସ କ୍ରମେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି।ଏହା କେବଳ ପରିକ୍ଷଣ ସ୍ୱରୁପ ୧ବର୍ଷ ପାଇଁ ଟୁଇନସିଟିରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଆଗରୁ ଏଏସଆଇ […]

ବଢିଲା ବିଦ୍ୟୁତ ଦର

ଭୁବନେଶ୍ୱର, ୨୭/୩(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏହି ନିଷ୍ପତ୍ତି ନେଇଛି । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଥିବାବେଳେ ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଏହି ନୀୟମ ଲାଗୁ ହେଉନଥିବାବେଳେ ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି ।କିଲୋୱାଟ ପିଛା ସର୍ବନିମ୍ମ ୩୦ […]

ରାଜଧାନୀରେ ସାପ ବିଷ ବେପାର

ଭୁବନେଶ୍ୱର,୨୭/୩(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ଏହି ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ। ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି। ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି। ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ […]

ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା

୧-ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨-ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ । ୩-ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍‌, ଏବେ ପରିଚାଳନା ଭାର ସମ୍ଭାଳିବ ଜିନ୍ଦଲ୍ । ୪-ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ନିହତ, ୫୦ରୁ ଅଧିକ ଆହତ । ୫-ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୭ ତାରିଖ ୨୦୨୧ ମସିହା(ଶନିବାର),ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି […]

ଆଜିର ଅନୁଚିନ୍ତା

➡️କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ,ସେ ଘରେ ହେଉ କି ବାହାରେ ➡️ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ ! ➡️ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ➡️ପ୍ରେମ ଆଉ ବନ୍ଧୁତାଏହି ଦୁଇଟି ଖୁବ୍ ଦାମୀ,ଯାହାର […]