Browsing daily archive

April 12, 2021

ଆଜି ଭୁବନେଶ୍ୱରରେ ୧୯୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୨/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ପଜିଟିଭ୍ ୧୯୦ରେ ପହଁଚିଛି ।୨୪ଘଂଟା ମଧ୍ୟରେ ଦିନକ ମଧ୍ୟରେ ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ,ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ଏକାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ବୋଲି ବିଏମସିର ରିପୋର୍ଟ ରେ ଦର୍ଶାଯାଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧ରେ ପହଁଚିଥିବାବେଳେ ୫୬ ଜଣ […]

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ

କଟକ,୧୨/୪(ଏସ୍‌ଏସ୍‌ନିୟୁଜ) ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ସଲ୍ଲୁ ଓରଫ୍ ୟାକୁବ ଖାନ୍ ଆତ୍ମସମର୍ପଣ କରିଛି । ଏସସିବିରେ ହାଇଦର ଚିକିସ୍‌ାଧିନ ଥିବାବେଳେ ସେ ତାଙ୍କୁ ଭେଟୁଥିବା ସହ ବିରିୟାନୀ ଖାଇବାକୁ ଦେଇଥିବାର ପୋଲିସ ଆଗରେ ସ୍ୱିକାର କରିବା ସହ ପୋଲସିକୁ ସହଯୋଗ କାରିବାକୁ କହିଥିବାର ଜଣାପଡିଛି ।ତେବେ ଏହାମଧ୍ୟରେ ୩୬ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ ହାଇଦର ସମ୍ପର୍କରେ କୈଣସି ତଥ୍ୟ ପାଇନଥିବାର ଜଣାପଡିଛି […]

କରୋନା-ରାଜ୍ୟରେ ପୁଣି ବଢିଲା

ଭୁବନେଶ୍ୱର,୧୨/୪(ଏସ୍‌ଏସ୍‌ନିୟୁଜ)ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୁଳ୪୩, ବାଲେଶ୍ୱରରୁ ୧୫୮ ,ବରଗଡରୁ୯୭,ଭଦ୍ରକରୁ୧୧, ବଲାଙ୍ଗିରରୁ୯୩,ବୈଦ୍ଧରୁ ୫,କଟକରୁ୫୮, ଦେବଗଡରୁ୯.  ଢେଙ୍କାନାଳ ରୁ୨,ଗଜପତିରୁ୧୩, ଗଞାମରୁ୯,ଜଗତସିଂହପୁରରୁ୯,ଯାଜପୁରରୁ୩୮, ଝାରସୁଗୁଡା ରୁ୪୩,କଳାହାଣ୍ଡିରୁ୧୧୪, କନ୍ଧମାଳରୁ୮, କେନ୍ଦାପଡାରୁ୨ ,କେନ୍ଦୁଝରରୁ ୫୩, ଗଜପତି ୧୪ ଜଣ, , କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୩୯ ଜଣ, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ […]

ମହାରାଷ୍ଟ୍ର ହାଲ୍ ବେହାଲ୍‌:

୧-ଟିକା ଉତ୍ସବର ଆରମ୍ଭ କଲେ ମୋଦି, ଦେଲେ ଏହି ୪ଟି ମନ୍ତ୍ର – ଇଚ ୱାନ-ଟିକା ୱାନ’, ଇଚ ୱାନ-ଟ୍ରିଟ ୱାନ’, ‘ଇଚ ୱାନ-ସେଭ ୱାନ’ ଏବଂ ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ୨-ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ । ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ । ୩-ପିପିଲିରେ ନିର୍ବାଚନ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ଆସନ୍ତା ୧୩ରେ ଆସିବେ ଧର୍ମେନ୍ଦ୍ର । […]

ଆଜିର ରାଶିଫଳ

ମେଷ –ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ –ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା […]

ଆଜିର ଅନୁଚିନ୍ତା

➡️ସଫଳ ହେବାକୁ ହେଲେ ପ୍ରଥମେ ନିଜ କାମକୁ ଭଲ ପାଇବାକୁ ହେବ । ➡️ବଦଳୁଥିବା ସମୟ ଏବଂ ବଦଳୁଥିବା ଲୋକ, କେବେ କାହାର ହୋଇ ନ ଥାଆନ୍ତି । ➡️ଏଇ ଦୁନିଆରେ ଗୋଟିଏ ହାତରେ ତାଳି ବାଜେନା, ଦୁଇଟି ହାତର ଆବଶ୍ୟକ ହୋଇଥାଏ ।ତୁମେ ନିଜେ ନିର୍ଦୋଷ ହୋଇ ଅନ୍ୟକୁ ଦୋଷୀ କରନା ।ହୁଏତ ତୁମେ ଏ ଦୁନିଆ ଦାଣ୍ଡରେ ଦୋଷ ମୁକ୍ତ ହୋଇପାର କିନ୍ତୁ ଈଶ୍ବରଙ୍କ ଦରବାରରେ ନୁହେଁ । ➡️ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ […]