Browsing daily archive

May 1, 2021

ଲସି ପିଇ ୬୦ରୁ ଉର୍ଦ୍ଧ ଅସୁସ୍ଥ

ମାଲକାନଗିରି, ୧/୫ (ଏସଏସନିୟୁଜ) ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଲସି ପିଇ ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । କାଲଦା ପଞ୍ଚାୟତରେ ଏହି ଘଟଣା ଘଟିଥିବା ବେଲେ ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ । ଅଗ୍ନିଶମ ବିଭାଗ ଟିମ୍ ଖବର ପାଇ ୬୦ରୁ ଅଧିକ ଗୁରୁତରହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ନିମନ୍ତେ ପଡିଆ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବାର […]

ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ହୋଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୧/୫(ଏସଏସନିୟୁଜ) ମହାମାରୀ ମହାତାଣ୍ଡଵ ମଧ୍ୟରେ ମାଡ଼ିଆସୁଛି ଆଉ ଏକ ମହାବିପଦ।ସମୁନ୍ଦ୍ର ମଧ୍ୟରେ ଦାନା ବାନ୍ଧୁଛି ଆଉ ଏକ ବଡ ସାମୁନ୍ଦ୍ରିକ ଝଡ। ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ମଡେଲର ସୂଚନା ଅନୁଯାୟୀ ଚଳିତ ମେ ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ମେ ୧୦ କିମ୍ବା ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ। ମେ ୧୨ ତାରିଖ ବେଳକୁ ଏହା ଲଘୁଚାପ ଏବଂ ୧୩ ତାରିଖ ସୁଧା ଏହା ବାତ୍ୟାର […]

ସିଂହକୁ କରେନା

ଭୁବନେଶ୍ୱର,୧/୫(ସତ୍ୟସନ୍ଧାନଡେସ୍କ)ମଣିଷ ପରେ ଏବେ ସିଂହକୁ ହୋଇଛି କରୋନା । କରୋନା ସଂକ୍ରମଣରେ ଏସୀୟ ସିଂହ ପ୍ରାଣ ହରାଉ ଥିବା ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପଶୁମାନଙ୍କ ମଧ୍ୟରେ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକମାନଙ୍କପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରଣାଳୟ ସମସ୍ତ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ଜାତୀୟ ଉଦ୍ୟାନ. […]

ରାଜଧାନୀରେ ସୋମବାରଠାରୁ ସାବାଳକ ଟିକାକରଣ

ଈୁବନେଶ୍ୱର,୧/୫(ଏସଏସନିୟୁଜ) ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ । ଏଥିପାଇଁ ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକେନ୍ଦ୍ରକୁ ଲୋକମାନେ ଯାଇ ଟିକା ନେଇପାରିବେ । ୧୮ ରୁ ୪୪ ବର୍ଷ ମଧ୍ୟରେ ଯେଉଁ ମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଟିକା ଦିଆଯିବ ନାହିଁ ବୋଲି ପ୍ରେସମିଟ୍ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । […]

ରେକର୍ଡ ଭାଙ୍ଗିଲା କରୋନା , ୨୪ ଘଣ୍ଟାରେ ୧୦ ହଜାର ପାର

ଭୁବନେଶ୍ୱର,୧/୫(ଏସଏସନିୟୁଜ) ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟିକରୁଥିବା କରୋନା ପୁଣି ରେକର୍ଡ ଭାଙ୍ଗିଛି । ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ କୋରନାର ରେକର୍ଡ ପରିସଂଖ୍ୟାନରୁ ୧୦ ହଜାର ପାର ହୋଇ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦୪୧୩ ସଂକ୍ରମିତ ଚିହ୍ନଟ ହୋଇଛି । ଏହାସହ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।ଏହିନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ , ସୁନ୍ଦରଗଡ଼ରୁ ୧୧୦. କଟକରୁ ୮୨୮, ପୁରୀରୁ ୫୩୩ ଓ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

ଆଜିର ରାଶିଫଳ

ମଇ ମାସ ୦୧ ତାରିଖ ୨୦୨୧ ମସିହା(ଶନିବାର)ବୈଶାଖ ମାସ-କୃଷ୍ଣପକ୍ଷ, ତିଥି-ପଞ୍ଚମୀ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ , ନିମ୍ବ ଭକ୍ଷଣ ନିଷେଧ ।  ମେଷ :=ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ […]