Browsing daily archive

May 8, 2021

ଡିସିପିଙ୍କୁ ଦେବାକୁ ପଡିବ କର୍ମଚାରୀମାନଙ୍କ ତାଲିକା

ଭୁବନେଶ୍ୱର, ୮/୫(ଏସଏସନିୟୁଜ) ଲକଡାଉନରେ ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ୍ ପୋଲିସ୍ କଟକଣାକୁ ଆହୁରି ବଢ଼ାଇଛି । ଲକଡାଉନରେ ଯାତାୟତ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଅନେକ ଅମାନିଆ କମ୍ପାନି ପରିଚୟପତ୍ର ଦେଖାଇ ବୁଲୁଥିବାବେଳେ ସେମାନଙ୍କ ଠାରୁ ଫାଇନ ଆଦାୟ କରୁଛି ପୋଲିସ । ଏଭଳି ଅମାନିଆଙ୍କୁ ସାବାଡ କରିବାକୁ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁ କର୍ମଚାରୀ ମାନଙ୍କୁ ଅଫିସ୍ ଆସିବାକୁ କୁହାଯାଇଛି, ସେହି କର୍ମଚାରୀ […]

କରୋନା ରେ ଆକ୍ରାନ୍ତ ହେଲେ କଙ୍ଗନା ରନାୱତ

ଭୁବନେଶ୍ୱର,୮/୫(ଏସଏସନିୟୁଜ) ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୁଚନା ଦେଇକହିଛନ୍ତିଯେ, ଗତ କିଛି ଦିନ ହେବ ମୋ ଆଖିରେ ସାମାନ୍ୟ କଷ୍ଟ ଅନୁଭବ ହେଉଥିବାରୁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଥିଲି, ହିମାଚଳ ଯିବାକୁ ଆଶା କରୁଥିଲି ତେଣୁ ଗତକାଲି ମୋର ପରୀକ୍ଷା ସରିଗଲା ଏବଂ ଆଜି ଫଳାଫଳ ଆସିଲା ମୁଁ ସକରାତ୍ମକ […]

ଓଲଟିଲା କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍

ନୟାଗଡ଼,୮/୫(ଏସଏସନିୟୁଜ) , ଗତକାଲି ବିଳମ୍ବିତ ରାତିରେ କୋଭିଡ୍ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସରକାରୀ ବସ୍ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ଚାଳକ ଗୁରୁତର ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ୨୦ ଜଣ ଏସ୍‌ସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଗତକାଲି କଟକରୁ ଓଏସଆରଟିସି ବସ୍ ଟିବଲାଙ୍ଗିର ଅଭିମୁଖେ ଯାଉଥିଲା। ବିଲମ୍ବିତ ରାତି ରେ ଦୁର୍ଗାପ୍ରସାଦ ଗାଁ […]

ମାନବିକତା ଦେଖାଇଲେ ସ୍ୱେଛାସେବୀ

ଭୁବନେଶ୍ୱର,୮/୫(ସତ୍ୟସନ୍ଧାନ ଡେସ୍କ)କୋଭିଡ ସମୟରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କୁ କାନ୍ଧ ଦେବାକୁ ମିଳୁନାହାନ୍ତି ଲୋକ । ଆଉ ଯିଏ କରାନୋରେ ସଂକ୍ରାମିତ ହୋଉଛନ୍ତି ତାପାଖକୁ ଯିବା ଡ ଦୁରରକଥା ତାକୁ ଛୁଇଁବାକୁ ପସନ୍ଦ କରୁନଥିବାର ବହୁ ନଜୀର ଦେଖିବାକୁ ମିଳିଛି ।ତେବେ ଏହାରିଭିତରେ କେରଳରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ମାନବିକତାକୁ ପ୍ରମାଣ କରିଛି ।ଜଣେ କରୋନା ସଂକ୍ରାମିତ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା ।କିନ୍ତୁ ଆମ୍ନୁଲାନ୍ସ ଆସିବା ବିଳମ୍ଭ […]

ଆଜି ସଂକ୍ରମଣ ସଂଖ୍ୟା୧୧ ହଜାର ପାର୍‌,୨୧ମୃତ

ଭୁବନେଶ୍ୱର,୮/୫(ଏସଏସନିୟୁଜ)ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭଡିବଢି ଚାଲୁଥିବାବେଳେ ଆଜି ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୧ ହାଜର ଉପରେ ରହିଥିାବବେଳେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫୬୦, ବାଲେଶ୍ୱରରୁ ୨୬୦, ବଲାଙ୍ଗିରରୁ ୪୩୭, ବୌଦ୍ଧରୁ ୧୭୮, କଟକରୁ ୧,୦୫୨, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଗଞ୍ଜାମରୁ […]

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

୧-ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ । ୨-ତଥ୍ୟ ପ୍ରବେଶ ତ୍ରୁଟିକୁ କମ୍ କରିବା ପାଇଁ କୋଉଇନ୍ ସିଷ୍ଟମରେ ଆଜିଠୁ ସାମିଲ ହେବ ୪ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ । ୩-ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ । ୪-ପୁଣି ବଢିଲା କଙ୍ଗନାଙ୍କ ଅଡୁଆ, ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ଏଫଆଇଆର […]

ଆଜିର ରାଶିଫଳ

ମଇ ମାସ ୦୮ ତାରିଖ ୨୦୨୧ ମସିହା(ଶନିବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ,ଧନୁ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ। ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ […]