Browsing daily archive

May 14, 2021

ଡକାୟତି ଯୋଜନା ପଣ୍ଡ କଲା ପୋଲିସ-ଧରାହେଲେ୬,୨ବାହାରିଲା ପଜିଟିଭ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଆଜି ଏକ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଭୁବନେଶ୍ୱରର ଜିଆରପି ଓ ଆରପିଏଫ ପୋଲିସ ମିଳିତ ଚଢାଉ କରି ରେଳ ଟ୍ରାକ୍ ନିକଟ ବୁଦ୍ଧନଗର, ମୋଚି ସାହି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଟ୍ରେନରେ ଡକାୟତ କରିବାକୁ ଯୋଜନାକରୁଥିବାବେଳେ ୬ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଛୁରୀ, ଚିଲି ପାଉଡର, କଳା ମାସ୍କ ଜବତ କରିବାସହ ଚୋରିକରିଥିବା ୩ ଟି ଲାପଟପ୍, ୬ ଟି ମୋବାଇଲ୍ ଫୋନ୍, ଗୋଟିଏ କମ୍ପ୍ୟୁଟର ସିଷ୍ଟମ୍, ୩ ଟି ଏଟିଏମ୍ […]

ରିଭଲଭର ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଜଟଣୀଥାନା ଅର୍ନ୍ତଗତ ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରୁ ତପନକୁମାରପଟ୍ଟନାୟକଙ୍କ ଭାଇକୁ ଅପହରଣ କରିନେଇଥିବାର ୨୦୨୦ଅକ୍ଟୋବର୨୨ତାରିଖରେ ତପନ ଅଭିଯୋଗ କରିଥିଲେ ।ଏହି ଅପହରଣରେ ଜଟଣୀଗଜପତିନଗରର ଏସକେ ଇମ୍ରାନ ଓରଫ ସଦାମ ତାର ୫ଜଣ ସହଯୋଗୀ ମିଶିଏକ ବାଇକରେ ଆସି ଅପହରଣ କରିନେଇଥିବାର ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୪୦୭/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସଦାମ ଫେରାର ହୋଇଯାଇଥିବାରୁ ତାକୁ ଧରିପାରିନଥିଲା ।ତେବେ ସେହିଦିନ ରଭଲବଲ ଓଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସୁନା […]

ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା-ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୪/୫(ଏସଏସନିୟୁଜ) ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ ।ରାଜ୍ୟର […]

ନନ୍ଦନକାନନ ବନ୍ଦ ସମୟସୀମା ପୁଣି ବଢ଼ିଲା

ବାରଙ୍ଗ,୧୪/୫(ଏସଏସନିୟୁଜ)ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ କୁ ନନ୍ଦନକାନନ କର୍ତ୍ତୃପକ୍ଷ ମେ ୧ ତାରିଖରୁ ୧୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ।ତେବେ ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମେ ୧୫ ରେ ଖୋଲିବା ପରିବର୍ତ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ […]

✤ଆଜିର ସନ୍ଥବାଣୀ✤

?ବିନା ଶ୍ରଦ୍ଧାରେ କରାଯାଉଥିବା ଦାନ, ତପ କି ଯଜ୍ଞ କୁ ଅସତ୍ କୁହାଯାଏ ! ?ଜାଗ୍ରତ ମାତ୍ରକେ ଯେପରି ସ୍ବପ୍ନ ଆଉ ରହେନାହିଁ କେବଳ ଦ୍ରଷ୍ଟା ହିଁ ରହିଯାଏ, ଠିକ ସେପରି ବୁଦ୍ଧି ଉଚ୍ଚତର ସୋପାନରେ ପହଁଚିଲେ ଏହାର ନୀଚ୍ଚବୃତ୍ତି ସ୍ୱତଃ ଲୁପ୍ତ ହୋଇଯାଏ ! ?ଭୟ ମନୁଷ୍ୟର ଅଜ୍ଞାନ ର ଛାୟା, ଅପରାଧ ଜନ୍ଯ ପାପର କାୟା । ଏହା ମନୁଷ୍ଯକୁ ଧର୍ମ ମାର୍ଗରୁ ବିଚ୍ଯୁତ କରିବା ପାଇଁ ଏକ ଆସୁରୀ ମାୟା ମାତ୍ର।ପରମାତ୍ମା ଙ୍କ […]

ଆଜିର ରାଶିଫଳ

ମେଷ- ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷ-ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ […]