Browsing daily archive

May 26, 2021

ଭୁବନେଶ୍ୱରସାଂସଦ ବାଛିଲେ ୫ପଂଚାୟତପାଇଁ ପ୍ରତିନିଧି

ବାରଙ୍ଗ,୨୬/୫(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ରେ ରହିଛି ରଘୁନାଥପୁର,କଳାରାହଙ୍ଗ,କଲ୍ୟାଣପୁର,ବରିମୁଣ୍ଡଓ ଦାଢାକୁ ନେଇ ୫ପଂଚାୟତ । ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ପରିସୀମା ମଧ୍ୟରେ କେବଳ ଏହି ୫ଟିପଂଚାୟତ ରହିଥିବାରୁ ସବୁ ସମୟରେ ସବୁବର୍ଗିୟ ର୍ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱ ବହନକରିଥାଏ ।ଆଉ କିଛି ଦିନ ପରେ ହେବ ପଂଚାୟତ ନିର୍ବାଚନ ।କରୋନାପାଇଁ ସବୁକିଛି ଫିକା ପଡିଯାଇଛି ।କିନ୍ତୁ ୫ପଂଚାୟତରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାପାଇଁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।ପ୍ରତି ପଂଚାୟତର ନେତୃତ୍ୱନେବାପାଇଁ ପଂଚାୟତନେତା ବଛାଯାଇଛି […]

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ

ଭୁବନେଶ୍ୱର,୨୬/୫(ଏସଏସନିୟୁଜ) ବାତ୍ୟା ୟାସ ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବାନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ନୀଳଗିରିରେ ବେଶି ଗଛ ଭାଙ୍ଗିପଡ଼ିଥିବା ନଜର ଆସିଛି । ଜୁଆର ପାଣି ମାଡ଼ିବାରୁ ବହୁତ ଗାଁ ଜଳମଗ୍ନ ହୋଇଛି । ବାହାନଗା , ରେମୁଣା ସଦର […]