ଆଜିର ଅନୁଚିନ୍ତା
➡️ଅତୀତ ଶିଖାଏ ବର୍ତ୍ତମାନ କନ୍ଦାଏ ଆଉ ଭବିଷ୍ୟତ ବଞ୍ଚିରହିବାପାଇଁ ସ୍ବପ୍ନ ଦେଖାଏ ! ➡️କ୍ଷମା ସେମାନଙ୍କୁ ମାଗନ୍ତୁ ଯେଉଁମାନେ ଆପଣଙ୍କୁ ବୁଝି ପାରୁଥିବେ ! ➡️ମଣିଷ ଯଦି ପ୍ରକୃତ ସୁଖ ପାଇବାକୁ ଚାହେଁ, ତେବେ ତାକୁ କଠୋର ହେବାକୁ ହେବ.. କୌଣସି ଜିନିଷ ପ୍ରତି ଆସକ୍ତି ବଢାଇବା ଉଚିତ୍ ନୂହେଁ, ମୋର ମୋର କହି ସବୁ ଜିନିଷକୁ ଆବୋରି ରଖିବା ଉଚିତ ନୂହେଁ.. ତ୍ୟାଗରେ ହିଁ ମଣିଷ ପରମ ସୁଖର ଅଧିକାରୀ ହୋଇଥାଏ.. ➡️ଏହା କହିବା ବୃଥା […]