ପିନରାୟୀ ବିଜୟନ ହେଲେ କେରଳ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୦/୫(ଏସଏସନିୟୁଜ) କେରଳ ର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ସିପିଆଇଏମର ବରିଷ୍ଠ ନେତା ପିନରାୟୀ ବିଜୟନ ଶପଥ ଗ୍ରହଣ କରିଛନ୍ତି । ଲଗାତରଭାବେ ଦ୍ଵିତୀୟ ଥର ପାଇଁ ପିନରାୟୀ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କୋଭିଡ ଗାଇଡଲାଇନ୍ ଅନୁଯାୟୀ ଥିରୁଭନନ୍ତପୁରମର ସେଣ୍ଟ୍ରାଲ ଷ୍ଟାଡିୟମ୍ ଠାରେ ଆୟୋଜିତ ଶପଥପାଠ ଉସ୍ବରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବାସହ ୨୦ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ପି.ବିଜୟନ ମଙ୍ଗଳବାର ଦଳର ସଭାପତି […]