Browsing daily archive

July 6, 2021

କୋଭିଡ୍ ମୃତ୍ୟୁ ପଛର ସତ କଣ ?

୧–ରାଜଧାନୀରେ ଚାଞ୍ଚଲ୍ୟ, ଭୀମଟାଙ୍ଗିରେ ମହିଳାଙ୍କୁ ବିଭତ୍ସ ହତ୍ୟା। ହତ୍ୟା ପରେ ଆତ୍ମହତ୍ୟା କରି ଅଭିଯୁକ୍ତ ଗୁରୁତର, କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି।ଡିସିପି ଉମାଶଙ୍କର ମିଶ୍ର କହିଲେ ମାଆ ଓ ପୁଅଙ୍କୁ ମାରି ଆତ୍ମହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ। ସୌଭାଗ୍ୟ ବଶତଃ ବଞ୍ଚିଗଲା ୩ ବର୍ଷର ପୁଅ ୨-କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲାସ୍ତରରେ ଅଡିଟ୍ ହେବାପରେ ଦିଆଯାଉଛି ହିସାବ ୩-ଦ୍ୱିତୀୟ ଲହର […]

ଆଜିର ଅନୁଚିନ୍ତା

?ଯିଏ ଶୀଘ୍ର କ୍ଷମା ମାଗିନିଏ ସେ ସବୁଠାରୁ ବଡ଼ ସାହସୀ, ଯିଏ ଶୀଘ୍ର କ୍ଷମା କରିଦିଏ ସେ ସବୁଠାରୁ ଅଧିକ ବଳବାନ;ଆଉ ଯିଏ ଶୀଘ୍ର ପଛକଥା ଭୁଲିଯାଏ,ସେ ହିଁ ସବୁଠାରୁ ବଡ଼ ସୁଖୀ । ? ସମୟ_ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ । ?ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ । […]