Browsing daily archive

July 21, 2021

ଆଜିର ଖବର

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ । ୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା । ୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର ! ➡️“ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ! ➡️”ଅଧିକାଂଶ ପାରିବାରିକ କଳି ଝଗଡାରେ କେହିନା କେହି ନାରୀର ହାତ ରହିଥାଏ । ପୁରୁଷ ଚିନ୍ତା କରିବା ଆବଶ୍ୟକ ଯେ ନାରୀକୁ ନେଇ ଝଗଡା ଲାଗିବାରୁ କୌଣସି ଫାଇଦା […]

ଆଜିର ରାଶିଫଳ

ଜୁଲାଇ ମାସ ୨୧ ତାରିଖ ୨୦୨୧ ମସିହା(ବୁଧବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ, ନକ୍ଷତ୍ର- ଜ୍ୟେଷ୍ଠା ,କର୍କଟ ରାଶିର ଘାତବାର,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ,ବାଇଗଣ ଭକ୍ଷଣ ନିଷେଧ। ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ- ପାରିବାରିକ […]