Browsing daily archive

July 22, 2021

ଆଜିର ଅନୁଚିନ୍ତା

🌺ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ । 🌺ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ । 🌺ଭବିଷ୍ୟତ କେବଳ ସେହିମାନଙ୍କର, ଯେଉଁମାନେ ସୁନ୍ଦର ସ୍ୱପ୍ନ ଦେଖିବାରେ ବିଶ୍ୱାସ କରନ୍ତି । 🌺ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି, ଚିହ୍ନା ମଣିଷର ଅଚିହ୍ନା ରୂପ । 🌺Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ […]

ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର

୧. ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ । ୨. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ । ୩. ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ […]

ଆଜିର ରାଶିଫଳ

ଜୁଲାଇ ମାସ ୨୨ ତାରିଖ ୨୦୨୧ ମସିହା(ଗୁରୁବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ,ନକ୍ଷତ୍ର- ମୂଳା ,ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ, ବାଇଗଣ ବିରି ଭକ୍ଷଣ ନିଷେଧ । ମେଷ:-ଆଶା ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ ବୃଷ:-କାର୍ଯ୍ୟ […]