ସ୍କୁଲ୍ ଖୋଲିବା ନେଇ ଗାଇଡଲାଇନ
ଭୁବନେଶ୍ୱର , ୧/୮(ଏସଏସନିୟୁଜ) ସ୍କୁଲ୍ ଖୋଲିବା ନେଇ ଗାଇଡଲାଇନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିଛି। ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ। ଏକାଦଶ ପାଇଁ ନାମଲେଖା ହୋଇନି. ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡ୍ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ବିସ୍ତୃତ ଭାବେ ବିଭାଗ ପକ୍ଷରୁ […]