Browsing daily archive

August 18, 2021

ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ

ଚନ୍ଦ୍ରଶେଖରପୁର,୧୭/୮(ଏସଏସନିୟୁଜ)ପଟିଆ ରେଲୱେ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକର ମୃତ ଦେହକୁ ମଞ୍ଚେଶ୍ୱର ଜିଆରପି ପୋଲିସ ଉଦ୍ଧାର କରିଛି।ଉଦ୍ଧାର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ମୃତ ଯୁବକଙ୍କ ନାମ ସାହାବାଜ ଖାଁ (୨୦)।ଘର ବିହାର ରାଜ୍ୟର ଶିବନ ଜିଲ୍ଲାର ଦରୋଳୀ ବୋଲି ପାଖରୁ ମିଳିଥିବା ଆଧାର ପରିଚୟ ପତ୍ରରୁ ଜଣାପଡିଛି।ତାଙ୍କ ପିତାଙ୍କ ନାମ ଜୁଲ୍ଫିକର ଖାଁ।ଆଜି ଅପରାହ୍ନ ୪ଟା ସୁଦ୍ଧା ଏକ ଚଳନ୍ତା ଏକ୍ସପ୍ରେସ ଟ୍ରେନରୁ ଯୁବକ ଜଣଙ୍କ ତଳକୁ ଖସି ପଡ଼ିଥିବା […]