Browsing daily archive

August 24, 2021

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର,୨୪/୮(ଏସଏସନିୟୁଜ) ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୨୭ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସାଇକ୍ଲୋନିକ ସର୍କୁଲେସନ ପରବର୍ତ୍ତୀ ଦୁଇଦିନରେ ଆହୁରି ଘନୀଭୂତ ହେବା ସହ ୩୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।

୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

ସାକ୍ଷୀଗୋପାଳ,୨୩/୮(ଏସଏସନିୟୁଜ) ୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ । ଶାଶୁ, ଶଶୁର ଓ ନଣନ୍ଦ ମିଶିକି ମାରିଦେଲେ ଭଉଣୀକୁ ବୋଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କଭାଇ । ପ୍ରକାସ ଯେ, କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋକୁଳା ନନ୍ଦ ରାଉତରାୟଙ୍କ ଝିଅ ଗାୟତ୍ରୀ(୩୪)କୁ କେଦାର ନାଥ ରାଉତରାୟଙ୍କ ପୁଅ କିଶୋର ( ମିଲନ) ବେଦିକରିତୀରେ ୨୦୧୪ ମସିହାରେ ଆବଶ୍ୟକିୟ ମୁତାବକ ଯୈାତୁକ ପ୍ରଦାନ କରି ବିବାହ ହୋଇଥିଲା ।ବାହାଘରର ୧୬ଦିନପରେ କିଶୋର […]

ବ୍ରାଉନସୁଗାର ସହ ଜଣେ ଗିରଫ

ଜଟଣୀ.୨୩/୮(ଏସଏସନିୟୁଜ) ଅବକାରୀ ବିଭାଗର ନିସ୍କ୍ରିୟତା ଯୋଗୁ ଜଟଣୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବ୍ୟପକ ଭାବେ ନିଶା କାରବାର ବୃଦ୍ଧି ପାଇଥିଲା ।ଜଟଣୀ ପୋଲିସ ଚଢଉକରି ସୋମବାରଦିନ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରି ତା ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଓ ନଗତ ୩୨,୫୦୦ ଟଙ୍କା ଜବତ କରି ତାକୁ କୋର୍ଟଚାଳଣ କରିଛି ।ସିଏ ହେଲା ବଡନୂଆଗାଁ ଅଞ୍ଚଳର ଅଜୟ ନାୟକ( ନନ୍ଦୁ ) ।ତେବେ ଗତକିଛିଦିନହେବ ଜଟଣୀ ଥାନା ନିଶାଡି ଓ ନିଶାବେପାରୀଙ୍କୁ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ | ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁନଥିବା ସ୍ଥାନ ରେ ରଖନ୍ତୁ !! ➡️”କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ !! ➡️”ତେଉତ୍ସାହିତ ହେବାର ଅଭିନୟ କରୁଥିବା ବ୍ୟକ୍ତି ହିଁ ଜଣେ ଚମତ୍କାର କଳାକାର ! ➡️”ସ୍ଥିର ତଥା ଏକାଗ୍ରତାର ସହ କାମ କଲେ ଏହାର ସମାଧାନ ଉତ୍ତମ ହେବା ସହ ସଫଳତା ମିଳିଥାଏ ବୋଲି ବୀଜ୍ଞ ବ୍ୟକ୍ତିଙ୍କ […]

ବନ୍ଧାହେଲେ ୫ ସରକାରୀ ବାବୁ

୧-ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ।ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୨-ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା: ୫ ନୂଆ ମାଧ୍ୟମିକ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ଅନୁମତି। ୩-ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲ:ବନ୍ଧାହେଲେ ୫ ସରକାରୀ ବାବୁ , ତହସିଲଦାରଙ୍କ ସମେତ ୪ RI ଗିରଫ, ଜମି ଜାଲିଆତି ମାମଲାରେ ଚଢଉ କଲା ଭିଜିଲାନ୍ସ। ୪-ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୪ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର.ମକର ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକାଖରୁ ପୋଟଳ ଭକ୍ଷଣ ନିଷେଧ । ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ […]