Browsing daily archive

September 5, 2021

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସ ଏସ ନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସ୍କୁଲ […]

କଳା ପଲସର୍ ରେ ଆସି ଲୁଟିଲେ ଟଙ୍କା, ଧରାପଡିଲେ

ଭଞ୍ଜନଗର,୪/୯(ଏସଏସନିୟୁଜ) ସାଇକେଲ ଆରୋହୀଙ୍କ ଠାରୁ ଗୋବରା ଗାଁ ନିକଟ ପୁଟବନ୍ଧ ନିକଟରେ ନଗଦ ଟଙ୍କା ଓ ମୋବାଇଲ ଲୁଟି ନେବା ଅଭିଯୋଗରେ ଗାଙ୍ଗପୁର ଥାନା ପୋଲିସ ଦୁଇ ଲୁଟେରା ଗିରଫ କରିବା ସହ ଲୁଟ ଟଙ୍କା ଓ ବାଇକ୍ ଜବତ କରିଛି । ମାଧବରିଡା ଗ୍ରାମର କିରଣ କୁମାର ବିଶ୍ବାଳ ସାଇକେଲ ରେ ଯାଉଥିବା ବେଳେ ଏକ ପଲସରରେ ଦୁଇଜଣ ଅଜଣା ଦୁର୍ବୃତ୍ତ ପିଛା କରି କିରଣ ଧରିଥିବା ନଗଦ ୧୭,୬୦୦ ଟଙ୍କା , ଗୋଟିଏ ଏଣ୍ଢ୍ରୋଏଡ୍ […]

୪ବାଇକ ସହ ଚୋରୀସାମଗ୍ରୀ ଜବତ

ଜଟଣୀ,୪/୯(ଏସଏସନିୟୁଜ)ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉକରି ଭିନ୍ନ ଭିନ୍ନ ଘଟଣାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଚୋରାବାଇକ ଓ ଚୋରୀ ସାମଗ୍ରୀ ଜବତ କରିଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ର ଏସକେ ସାହାବୁଦ୍ଦିନ(ବାବୁ), ଜଟଣୀ ରାଜାବଜ଼ାର ଗଜପତି ନଗରର ଏସକେ ସ୍ୱାଧୀନ (ବାଦଲ), ଜଟଣୀ ରଥିପୁରର ଏସକେ ବାସିରୁଦ୍ଦିନ(ବାଦଶାହ) , ଟ୍ରାଫିକ କଲୋନୀ ଜଟଣୀ ଅଞ୍ଚଳର ଜଗନ୍ନାଥ ବାରିକ (ରାଜା) ।ଏମାନଙ୍କଠାରୁ ୪ଟି ବାଇକ ଜବତକରିଛି । ଅନ୍ୟ ଏକ ମାମଲାରେ ଇନ୍ଦ୍ରଦ୍ୟୁମ୍ନ […]

ଅଳ୍ପକେ ବର୍ତ୍ତିଲେ ମାନବରୂପି ଗରୁଡ

ସାକ୍ଷୀଗୋପାଳ,୪/୯(ଏସ ଏସ ନିୟୁଜ)ସାକ୍ଷୀଗୋପିନାଥ ଦେବଙ୍କ କାଳୀୟ ଦଳନ ପର୍ବ ପାଳିତ ହେଉଥିବା ସମୟରେ ଅଘଟଣ ଘଟିଛି । ପୁରୁଣା ଡଙ୍ଗାରେ ଗରୁଡ ପୋଖରୀରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଦ୍ୱିପଦାଣ୍ଡି ଠାରେ ଡଙ୍ଗା ଓଲଟି ପଡିବାଫଳରେ ମାନବରୂପି ଗରୁଡ ସେବକ ନାରାୟଣ ମହାପାତ୍ର ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସାକ୍ଷୀଗୋପିନାଥ ଲବଣିଖିଆ ମଣ୍ଡପରୁ ଭୋଗ ଖାଇ ରାଧାକୁଣ୍ଡ ବା କେତକିଝର ପୋଖରୀ ନିକଟକୁ ବିଳମ୍ବିତ ରାତିରେ ଯାଇଥିଲେ । ସେଠାରେ ଠାକୁରଙ୍କ ନୀତିକାନ୍ତି […]

ହୋଟେଲରେ ଚାଲିଥିଲା ଦେହ ବେପାର,ପୋଲିସ ହାତରେ ଧରାପଡିଲେ…

ଭୁବନେଶ୍ବର,୪/୯(ଏସଏସନିୟୁଜ) ହୋଟେଲରେ ଦେହ ବେପାର ଚାଲିଥିବାବେଳେ ଭରତପୁର ଥାନା ପୋଲିସ ହାତରେ ଧରାପଡିଛନ୍ତି ୨ ଗ୍ରାହକସହ ୮ଜଣ ବଙ୍ଗୀୟ ଯୁବତୀ । କଳିଙ୍ଗବିହାର କେ-୨ସ୍ଥିତ ହିମାବତୀ ହୋଟେଲ୍ ପ୍ୟାଲେସ୍‌ରେ ଦେହବେପାର ଚାଲିଥିବା ଖବର ପାଇ ପୋଲିସ ରାତିରେ ଚଢଉ କରିଥିଲା ।ଚଢଉ ସମୟରେ ଗଂଜାମ ହିଂଜିଳିକାଟୁର ସନ୍ତୋଷ ପ୍ରଧାନ(୨୯) ଓ ପୁରୀ ବାସେଳିସାହିର ପ୍ରମୋଦ କୁମାର ପୃଷ୍ଟି ନାମକ ଦୁଇ ଗ୍ରାହକ ଅସଂଜତ ଅବସ୍ଥାରେ ପୋଲିସ ହାତରେ ଧରାପଡିଥିଲେ ।ଏହାପରେ ପୋଲିସ ବିଭିର୍ଣ ରୁମ ତଲାସି କରିବାପରେ […]

ଭବାନୀପୁରରୁ ଲଢ଼ିବେ ମମତା

୧. ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨. ରୋହିତ ଶର୍ମାଙ୍କ ଶତକରେ ମ୍ୟାଚ୍‌କୁ ଫେରିଲା ଭାରତ, ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ । ୩. ମୋଦୀଙ୍କ ଜନ୍ମଦିନ ପାଇଁ ୨୦ ଦିନ ଧରି ସେବା ସମର୍ପଣ ଅଭିଯାନ ଆରମ୍ଭ କରିବ ବିଜେପି, ମୋଦୀଙ୍କ ପାଖକୁ ଯିବ ୫ କୋଟି ପୋଷ୍ଟକାର୍ଡ । ୪. ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ । […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା ➡️”ମଣିଷର ନିଜର କ’ଣ ? ଜନ୍ମ ଅନ୍ୟଠାରୁ ହୁଏ, ନାମ କରଣ ଅନ୍ୟ ମାନେ କରନ୍ତି, ଶିକ୍ଷା ଅନ୍ୟ ଠାରୁ ପ୍ରାପ୍ତି ହୋଇଥାଏ, କାମ କରିବା ବି ଅନ୍ୟମାନେ ଶିକ୍ଷାନ୍ତି, ଶେଷରେ ସ୍ମଶାନ ମଧ୍ୟ ଅନ୍ୟମାନେ ନିଅନ୍ତି ଏହି ସଂସାରରେ ତୁମର ନିଜର କ’ଣ ଅଛି , ଯେ ତୁମେ ଗର୍ବ କରୁଛ ? ଥରେ ଭାବି ଦେଖ !! ➡️”ଆମେ କାହାର ଛୋଟଛୋଟ ଭୁଲ ପାଇଁ ତାକୁ ଘୃଣା କରିବା ସେମିତି ହେଲେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୦୫ ତାରିଖ ୨୦୨୧ ମସିହା(ରବିବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ,ମେଷ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ବିରି ଭକ୍ଷଣ ନିଷେଧ। ମେଷ:=ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ:=ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ […]