Browsing daily archive

September 14, 2021

ଆଜିର ରାଶିଫଳ

ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]

ବଢୁଛି ବନ୍ୟା ଆଶଙ୍କା

୧. ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍ । ୨. ୧୭ରୁ ଆଉ ଏକ ଲଘୁଚାପ: ଲଘୁଚାପ ଦୁର୍ବଳ ହେଲା ବେଳକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବ‌େଙ୍ଗାପସାଗରରେ ‌ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ […]

ଆଜିର ଅନୁଚିନ୍ତା

🦋ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି ଅଟେ । ଆମେ ଯେତେ ଏହାକୁ ଅଧିକ ବ୍ୟବହାର କରିବା, ସେ ସେତେ ଅଧିକ ଶକ୍ତିଶାଳୀ ହେବ । 🦋ଯାହା ପାଖରେ ସମ୍ପର୍କର ଗୁରୁତ୍ୱ ବେଶି, ସେ କେବେବି ରାଗ କରି ବେସି ସମୟ ରହି ପାରେ ନାହିଁ । 🦋ବିବାହ ରିଙ୍ଗ ଆମ ବିପରୀତ ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧାଯାଏ କାରଣ ଏହା […]