Browsing daily archive

September 21, 2021

ମୋ ପୁଅକୁ ବିଦ୍ୟା ହିଁ ମାରିଛି !

୧-ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା କୋଲକାତା ୨-୨୭ରେ ଭାରତ ବନ୍ଦ ! ଡାକରା ଦେଲା ସଂଯୁକ୍ତ କିଷାନ ମଞ୍ଚ, କଂଗ୍ରେସର ସମର୍ଥନ ଘୋଷଣା । ୩-ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ .୪-ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା, ବାତିଲ୍ କଲା ପାକିସ୍ତାନ ଗସ୍ତ . ୫-ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ ଦେହ । ୬-ମୃତ ଜ୍ୟୋତିପ୍ରକାଶଙ୍କ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଅଶ୍ଵିନମାସ-କୃଷ୍ଣପକ୍ଷତିଥି- ପ୍ରତିପଦ,ନକ୍ଷତ୍ର- ଉତ୍ତରଭ।ଦ୍ର,ଧନୁ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାରପ୍ରତିପଦର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ପାଣିକଖାରୁ ଭକ୍ଷଣ ନିଷେଧ !! ମେଷ:-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ […]

ଆଜିର ଅନୁଚିନ୍ତା

🦋ସମ୍ପର୍କର ଡୋର ଆମ ହାତରେ ଥାଏ ଧରି ରଖିଲେ କାଳ କାଳ ବିତିଯାଏ ଆଉ ଛାଡିଦେଲେ……ମୁହୂର୍ତ୍ତକେ ମଧ୍ୟ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇଯାଏ । 🦋ଗୋଟିଏ ଭୋକିଲା ପେଟ କହିପାରେ ମୁଠାଏ ଭାତର ମୂଲ୍ୟ କେତେ… ବୁନ୍ଦାଏ ପାଣି ହିଁ ଜାଣିପାରେ ଗୋଟେ ଜୀବନର ମୂଲ୍ୟ କେତେ . ଗୋଟେ ଦୁଃଖୀ ଲୋକ ହିଁ ବୁଝିପାରେ ଅନ୍ୟର ଦୁଃଖ କେତେ…? 🦋ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ,କିଏ ଜାଣେ ଏହି ସମସ୍ୟାରେ […]