ରାତି ୮ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ! ଜାରି ହେଲା ଅକ୍ଟୋବର ମାସ ର ମାର୍ଗଦର୍ଶିକା
ଭୁବନେଶ୍ବର :୩୦।୯(ଏସଏସଏନ) ପାର୍ବଣ ପାଇଁ କଟକ ଓ ଭୁବନେଶ୍ବରରେ କଟକଣା କୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରି ଟୁଇନ୍ ସିଟିରେ ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ […]