Browsing daily archive

October 6, 2021

ଦଶହରା ପୁର୍ବରୁ ଘରୁବାହାର କରନ୍ତୁ ୬ଟିଜିନିଷ ନଚେତ କାଙ୍ଗାଳ ହେବେ?

ଦୁର୍ଗାପୂଜା ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ୬ଟି ଜିନିଷ ନହେଲେ କାଙ୍ଗାଳ ହୋଇଯିବେ ।ପର୍ବପର୍ବାଣୀ ସମୟରେ ସମସ୍ତେ ନିଜ ଘରକୁ ଓ ପରିବେଶକୁ ସଫାସୁତୁରା ରଖିବାକୁ ପ୍ରୟାସ କରିଥାନ୍ତି।ଶାସ୍ତ୍ର ଅନୁସାରେ କୁହାଯାଇଛି କି ଯେଉଁ ଘରେ ଭଲଭାବରେ ସଫାସୁତୁରା ଓ ପରିଷ୍କାର ପରିଚ୍ଛନ୍ନ ହୋଇଥାଏ, ସେହି ଘରକୁ ଦେବୀ ଲକ୍ଷ୍ମୀ ଆଗମନ କରିଥାନ୍ତି। ଦଶହରା ଆରମ୍ଭ ହେବା ପୂର୍ବରୁ ଯଦି ଆପଣମାନେ ନିଜ ଘରକୁ ସଫାସୁତୁରା ଓ ପରିଷ୍କାର ପରିଚ୍ଛନ୍ନ ରଖିଲେ, ତାହେଲେ ଆପଣଙ୍କୁ ନିବେଶ […]

ପୁଣି ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର,୬/୦(ଏସ ଏସ ନିୟୁଜ) ପୁଣି ଆସୁଛି ଆଉ ଏକ ଲଘୁଚାପ।୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ କ୍ଷେତ୍ର ।ଅଧିକ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଦିଗକୁ ଗତି କରିବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର,୬/୧୦(ଏସ ଏସ ନିୟୁଜ) ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି ‘କଣ୍ଟେନମେଣ୍ଟ ଜୋନ୍ ।ରାଜଧାନୀର ଫରେଷ୍ଟ ପାର୍କ ସ୍ଥିତ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ତାହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ବିଏମ ସି।କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ଉକ୍ତ ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି ।

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଜୀବନର ପ୍ରତିଟି ମୁହୁର୍ତ୍ତରେ ପରିବର୍ତ୍ତନର ସୁଯୋଗ ଥାଏ I ସମୟ ସହ ତାଳ ଦେଇ ଚାଲିବା ତଥା ନିଜକୁ ପରିବର୍ତ୍ତନ କରିବା ହିଁ ଜୀବନ !! ➡️”ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ଯବହାର କରିଥାଏ !! ➡️”ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା […]

ପ୍ରିୟଙ୍କାଙ୍କ ବିରୋଧରେ କେସ

୧-୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା ୨-ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ । ୩-କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ । ୪-ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .। ୫-ଲଖିମପୁର […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୬ ତାରିଖ ୨୦୨୧ ମସିହା(ବୁଧବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଅମାବାସ୍ୟା,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବର,ଅମାବାସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ,ପାଣିକଖାରୁ ଭକ୍ଷଣ ନିଷେଧ। ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ […]