Browsing daily archive

October 20, 2021

ସାଇବର ଠକେଇରୁ ବର୍ତ୍ତିବାକୁ କମିଶନରେଟ ପୋଲିସର ପରାମର୍ଶ

ବାରଙ୍ଗ,୨୦/୧୦(ଏସ ଏସ ନିୟୁଜ)ଜାତୀୟ ସାଇବର ନିରପତ୍ତା ମାସ ପାଳିତ ଅବସରରେ ସାଇବର ଠକେଇ ରୁ ବରିଷ୍ଠ ନାଗରିକଙ୍କୁ ସତର୍କ ରହିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମଧୁବନ ସ୍ଥିତ ଘରୋଇ ଏକ କଲେଜରେ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ସଚେତନତା କର୍ମଶାଳାରେ ମଣିଷ ନିଜର ନିତିଦିନିଆ କାର୍ଯ୍ୟକୁ କମ ବା ସରଳୀକରଣ କରିବା ପାଇଁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଉପରେ ନିର୍ଭର କରିଥାଏ।ଯାହା ଫଳର ମଣିଷ ସମୟକୁ ବହୁ ପରିମାଣରେ ସଞ୍ଚୟ ମଧ୍ଯ […]

ଜନ୍ମଦେଲା ମଣିପୁର ହରିଣ

ବାରଙ୍ଗ୨୦/୧୦(ଏସ ଏସ ନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସକାଳେ ମାଇ ମଣିପୁର ହରିଣଟି ଏକ ଶାବକ ଜନ୍ମ ଦେଇଛନ୍ତି।ଉଭୟ ମା ଓ ଶାବକ ସୁସ୍ଥ ଥିବା ଜଣାପଡିଛି।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ ଅକ୍ଟୋବର ମାସ ୨୦ ତାରିଖ ୨୦୨୧ ମସିହା(ବୁଧବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା,ନକ୍ଷତ୍ର- ରେବତୀ, ଧନୁ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର,ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ ର ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈକ ବର୍ଜନ ମତ୍ସ୍ଯ, ମାଂସ,ପାଣି କଖାରୁ ଭକ୍ଷଣ ନିଷେଧ । କୁମାର ପୂର୍ଣ୍ଣିମା, ପୂର୍ଣ୍ଣିମାର ଚନ୍ଦ୍ର ପୂଜା, ଉପବାସ […]

ଆଜିର ଅନୁଚିନ୍ତା

୦୧.ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ । ୦୨.ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ପାଇବା ଆଶା ରଖ ନାହିଁ । ୦୩.ଖରାପ ସମୟ କେବେ ରହେ ନାହିଁ, ତାହା ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ ୦୪. ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି,ଆସିଥିଲୁ ଖାଲି ଯିବୁରେ ତୁ ଖାଲି,ମାଟି ଦେହ ଯିବ ମାଟିରେ ମିଶି । ୦୫. ହାତ କାଟି ଭଲପାଇବା ପ୍ରମାଣ ଦେବା […]

ମହିଳା କାର୍ଡ ଖେଳିଲା କଂଗ୍ରେସ

୧-ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ । ୨-ଗତ ୮ ତାରିଖରେ ନିଖୋଜ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୨୦ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି। ୩-ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ । ୪-ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ […]