ଶତ୍ରୁକୁ ମୁହଁତୋଡ ଜବାବ ଦେବ
୧. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍ଲି ରଥଙ୍କୁ ହୃଦ୍ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨. ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧ କୋଟି । ୩. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ । ୪. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; […]