ଭଡ଼ା ଘରୁ ସେକ୍ସ ରାକେଟ ଠାବ
କଟକ,୩୧/୧(ଏସଏସନିୟୁଜ)ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ଲାଲବାଗ ଥାନା ପୋଲିସ ।ଭଡାଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ ସମେତ ୪ ଅଟକ ରଖିଛି ପୋଲିସ । ଭଡ଼ାଘରର ମାଲିକ ଦମ୍ପତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।
Browsing daily archive
କଟକ,୩୧/୧(ଏସଏସନିୟୁଜ)ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ଲାଲବାଗ ଥାନା ପୋଲିସ ।ଭଡାଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ ସମେତ ୪ ଅଟକ ରଖିଛି ପୋଲିସ । ଭଡ଼ାଘରର ମାଲିକ ଦମ୍ପତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।
ଭୁବନେଶ୍ୱର,୩୧/୧(ଏସଏସନିୟୁଜ)ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।ଏଥିମଧ୍ୟରୁ ଅନୁସୂଚିତ ଜାତି ପାଇଁ ୮ଟି ସଂରକ୍ଷିତ ରଖାଯାଇଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଆସନ ସଂରକ୍ଷିତ କରାଯାଇଛି। ମହିଳାଙ୍କ ପାଇଁ ୪୦ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଥିବା ବେଳେ ୪୨ଟି ଅଧ୍ୟକ୍ଷ […]
ଅନୁଗୋଳ,୩୧/୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି । ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ […]
ଭୁବନେଶ୍ୱର,୩୧/୧(ଏସଏସନିଉଜ) ଫେବ୍ରୁଆରୀ ମାସ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଗାଇଡ଼ଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ ଓ ମଲ୍, ରେଷ୍ଟୁରାଣ୍ଟ ଓ ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ବାରଣ ହୋଇଥିବାବେଳେ ଶିକ୍ଷାନୁଷ୍ଠାନ ବ୍ୟତିତ ଅନ୍ୟ କେଉଁଠି […]
ଭୁବନେଶ୍ୱର,୩୧/୧(ଏସଏସନିୟୁଜ) ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।ମୃତ ମହିଳାଙ୍କ ନାମ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରିବାସହ ଭଡା ଘରେ ରହୁଥିଲେ । ଗତରାତିରେ ମୋବାଇଲରେ କଥାହେଉଥିବାବେଳେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର […]
ବାରଙ୍ଗ,୩୧/୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଚୋରି ଉଦ୍ୟମ କରି ଜଣେ ଗିରଫ।ଗିରଫ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ଵର ୟୁନିଟ ୩ ପ୍ରେସ କଲୋନୀର ଲକ୍ଷ୍ମୀ ରେଡ୍ଡୀ (୨୫)।ସୂଚନା ମୁତାବକ ରବିବାର ବାଲିଅନ୍ତା ଥାନା ବଇଁଚୁଆ ଅଞ୍ଚଳର ପୁଷ୍ପାଞ୍ଜଳି ସାହୁ ସପରିବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିଲେ।ଏହି ସମୟରେ ଜଣେ ଅପରିଚିତ ମହିଳା ତାଙ୍କ ବ୍ୟାଗ୍ ଭିତରୁ ଟଙ୍କା ଚୋରୀ କରି ଖସି ପଳାଉଥିବା ବେଳେ ପରିବାର ଲୋକେ […]
ଚନ୍ଦ୍ରଶେଖରପୁର,୩୧/୧(ଏସ ଏସ ନିଉଜ) ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲାରେ ଥିବା ଏକ ଜରା ଆଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ ଏପର୍ଯ୍ଯନ୍ତ ଦୂର ହୋଇନାହିଁ। ଆମକୁ ସଚେତନ ରହିବାକୁ ପଡ଼ିବ। ରୋଗୀଙ୍କୁ ଘୃଣା ନ କରି ତାଙ୍କ ସେବାରେ ବ୍ରତୀ ହେବା ଆବଶ୍ୟକ ବୋଲି ଟ୍ରଷ୍ଟର ସଭାପତି ଦିଲ୍ଲୀପ […]