Browsing monthly archive

March 2022

ସତ କହିଲେ ରଞ୍ଜନ

ଭୁବନେଶ୍ୱର,୩୧/୩(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ନାୟକ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି । ଅପହରଣ ପରେ ଦୟାଲ ଆଶ୍ରମକୁ ଯାଇଥିଲେ ।ସେଠାରେ ଥିବା ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ନୟାଗଡ଼ ରଣପୁର ନେଇ ପୋତିବା […]

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ମାର୍ଚ୍ଚ ମାସ ୩୧ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ,ତୁଳା ଓ କୁମ୍ଭ ରାଶି ର ଘାତବାର,ଧନୁ ରାଶି ର ଘାତଚନ୍ଦ୍ର,ଚତୁର୍ଦ୍ଦଶୀର ଏକଦିଷ୍ଟ ଓ ଅମାବାସ୍ୟାର ପାର୍ବଣ ସାମ୍ଭସ୍ୱରିକ ଶ୍ରାଦ୍ଧ,ବିରି, ମାଛ ଓ ମାଂସ ଭକ୍ଷଣ ନିଷେଧ। 🐏ମେଷ👉ଦିନଟି ବ୍ୟସ୍ତତାରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ। 🐮ବୃଷ👉କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବସାୟରେ ନୂଆ ପରିଯୋଜନା […]

ନନ୍ଦନକାନନରେ ସିଂହୀ ଶ୍ୟାମା ଗୁରୁତର

ବାରଙ୍ଗ,୩୦/୩(ଏସ ଏସ ନିଉଜ) ନନ୍ଦନକାନନର ୨୦ବର୍ଷିର ମାଈ ସିଂହୀ ଶ୍ୟାମା ବାଦ୍ଧକ୍ୟ କାରଣରୁ ଗୁରତର ଅସୁସ୍ଥ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ଅନ୍ୟପଟେ ବୟସାଧିକ ଯୋଗୁଁ ବିଭିନ୍ନ ରୋଗ ଜନିତ ସମସ୍ୟା ଦେଖାଦେଇଛି।କାନ,ଚମ ଲୋଚା ପଡିବା ସହ ଦିନକୁ ଦିନ ଦୁର୍ବଳ ହୋଇଯାଇଛି।ଗତ ୫ଦିନ ହେଲାଣି ଠିକ୍ ଭାବେ ଖାଇପାରୁନାହିଁ।ଏମିତିକି ଗୋଟିଏ ସ୍ଥାନରେ ପଡିରହୁଛି।ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦେଶକ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଜାରି ରହିଛି ବୋଲି ପ୍ରାଣୀଉଦ୍ୟାନର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି।ସିଂହ ଏନକ୍ଲୋଜର […]

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୩୦/୩(ଏସ ଏସ ନିଉଜ)ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ହେବ ସକାଳୁଆ ସ୍କୁଲ ହେବ । ସକାଳ ସାଢେ ୬ଟାରୁ ୧୦ଟା ପର‌୍ୟ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ,ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ପିଲା କ୍ଲାସ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  

ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

ଭଦ୍ରକ, ୩୦/୩(ଏସ ଏସ ନିଉଜ) ଧାମନଗର ଏନଏସିର ଏନଏସିର ୩,୮, ୯, ୧୬,୧୭,୧୮ ୬ଟି ବୁଥରେ ଏପ୍ରିଲ ୫ରେ ହେବ ସାନି ନିର୍ବାଚନ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ […]

ଉଦ୍ଧାର କଲେ ଏନଡିଆରଏଫର ଦୁଇ ଯବାନ

ବାରଙ୍ଗ,୨୯/୩(ଏସ ଏସ ନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ବ୍ୟାରେଜ ମହାନଦୀରେ ଗାଧୋଇବାକୁ ଆସି ବୁଡ଼ିଗଲେ ୨ ଛାତ୍ର।ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି।ସୂଚନା ମୁତାବକ କଟକର ଏକ ଘରୋଇ କଲେଜରେ ପାଠ ପଢୁଥିବା ୪ ଜଣ ଛାତ୍ର ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ନରାଜ ବ୍ୟରେଜ୍ ବୁଲିବାକୁ ଆସି ମହାନଦୀରେ ଗାଧୋଉଥିଲେ।ଏହି ସମୟରେ ପାଣିର ଅଧିକ ସ୍ରୋତ ଯୋଗୁଁ ଦୁଇଜଣ ସାଙ୍ଗ ପାଣିରେ ବୁଡି ଯାଇଥିଲେ।ବୁଡି ଯାଉଥିବା ଛାତ୍ରଙ୍କ ଚିତ୍କାର […]

ଟାଟା ମ୍ୟାଜିକ୍ ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାସୁଦେବପୁର,୩୦/୩(ଏସଏସନିଉଜ) ଗତକାଲି ରାତିରେ ବିନାୟକପୁର ନଳପଦୀ ଦାଶସାହିର ସୁଶାନ୍ତ ଦାଶଙ୍କ ଦୁଇଟି ଗାଡିରେ ଦୁର୍ବୃତ୍ତମାନେ ନିଅଁ ଲଗାଇ ପୋଡି ଦେଇଛନ୍ତି।ଘର ଆଗରେ ସୁଶାନ୍ତଙ୍କ ଏକ ବୋଲେରୋ ଓ ଗୋଟିଏ ଟାଟା ମ୍ୟାଜିକ ଗାଡି ଥୁଆହୋଇଥିଲା ।ତେବେ ବିଳମ୍ଭିତ ରତିରେ ନିଆାଁର ମାତ୍ରା ବଢିବା ସହ ଉତାପ ବୃଦ୍ଧିପାଇବାର ଅନୁଭବ କରି ସୁଶାନ୍ତ ବାହାରକୁ ଉଠିବାପରେ ଗାଡିଦୁଇଟି ଜଳୁଥିବାର ଜାଣିବାକୁ ପାଇଥିଲେ ।ତେବେ ସପରିବାରେ ନିଆଁକୁ ଆୟତ କରିବାପାଇଁ ପାଣି ପକାଇବା ଆରମ୍ କରି ଦମକଳକୁ ଖବର ଦେଇଥିଲେ।ତେବେ […]

ସ୍ତ୍ରୀକୁ ପୋଡି ମାରିଲା ସ୍ୱାମୀ !

ସମ୍ବଲପୁର, ୩୦/୩(ଏସଏସନିଉଜ) ଖଟାଟାଙ୍ଗ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏଭଳି କାଣ୍ଡ ସ୍ୱାମୀ ଘଟାଇଥିବାନେଇ ମୃତ ମହିଳାଙ୍କ ଭାଇ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।  

ସ୍ତ୍ରୀ ସ୍ୱାମୀ ବିରୁଦ୍ଧରେ କଲେ ହତ୍ୟା ଉଦ୍ୟମ ଅଭିଯୋଗ

ପିପିଲି, ୩୦/୩(ଏସଏସନିଉଜ) ଗତ ୨୦୧୬ ମସିହାରେ ପଶ୍ଚିମବଙ୍ଗ କୋଲକତା ଟାଲିଗଞ୍ଜ ଅଞ୍ଚଳର ବାସିନ୍ଦା ଶ୍ୱେତା ମହାପାତ୍ର ଓରଫ ଖାତୁନ ଙ୍କ ସହ ପିପିଲିର କସରଦା ଗ୍ରାମର ବିରାଟଙ୍କ ସହ ତାଙ୍କର ବିବାହ ହୋଇଥିଲା।କନ୍ତୁ ୪ମାସର ଗର୍ଭବତୀ ଥିବା ଖାତୁନ କୋଲକତାସ୍ଥିତ ପୈତୃକ ଘରୁ ଗତ ୨୨ ତାରିଖରେ ଫେରି ସ୍ୱାମୀ ରହୁଥିବା ପୁରୀ ଘରେ ସେ ପହଞô୍ଚବା ପରେ ସେଠାରେ ବିରାଟ ତାଙ୍କୁ ଶାରିରିକ ଓମାନସିକ ନିର୍ଯ୍ୟାତନା ଦେବା ସହ ଗର୍ଭପାତ କରିବା ପାଇଁ ବାଧ୍ୟ କରିବାସହ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର, ୩୦/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟ.ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘର, ନୟାଗଡ଼ କାର୍ଯ୍ୟାଳୟ ,ବାସଭବନ ସମେତ ଖୋର୍ଦ୍ଧା କୁନେଇ ୬ଟି […]