Browsing daily archive

April 3, 2022

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଏପ୍ରିଲ ମାସ ୪ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ,ମିଥୁନ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ତୃତୀୟାର ଶ୍ରାଦ୍ଧ,ପୋଟଳ ମୂଳାଭକ୍ଷଣ ନିଷେଧ। 🐏ମେଷ👉ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। 🐮ବୃଷ👉କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ବାରଙ୍ଗ,୩/୪(ଏସଏସନିଉଜ) ବିଜୁଜନତାଦଳ ପକ୍ଷରୁ ରବିବାରରାତିରେ ଗଣ୍ଡରପୁର ମିନି ଷ୍ଟାଡିୟମଠାରେ ପାଂଚପଂଚାୟତର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉପଢୈକନ,ପୁଷ୍ପଗୁଛ ଓ ଜଗନ୍ନାଥଙ୍କ ଫଟୋଚିତ୍ରକୁ ପ୍ରଦାନ କରିଛନ୍ତି ।ଏଥିରେ ଭୁବନେଶ୍ୱରବ୍ଲକ ଅଧକ୍ଷା ନିରୁପମାସାହୁ,ଜିଲ୍ଲାପରିଷଦସଭ୍ୟା ବବିତାରାଉତ ,କଲ୍ୟାଣପୁରସରପଂଚ ଦେବରାଜଭାେଇ,ସମିତିସଭ୍ୟ ଭୁବନମୋହନଦାସଙ୍କ ସମେତ ରଘୁନାଥପୁର,ଇଞଣା,ବରିମୁଣ୍ଡ ଓ ଦାଢା ପଂଚାୟତର ନବନିର୍ବାଚିତ ସରପଂଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ପାଂଚପଂଚାୟତର ବହୁ ପୁରୁଖା ତଥା ବିଜୁଜନତାଦଳର କର୍ମୀମାନେ ଉପସ୍ଥିତ ଥିଲେ ।