Browsing daily archive

April 5, 2022

ଆଜିର ରାଶିଫଳ

ବୁଧବାର୨୦୨୨ ମସିହା ଏପ୍ରିଲ ମାସ ୬ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ, ସୁର୍ୟୋଦୟ -ପ୍ରାତଃ ଘ୫/୪୦/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୨୫,କର୍କଟ ରାଶି ର ଘାତବାର,ବିଛା ରାଶି ର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ,ନିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର […]

ମେଣ୍ଢାଶାଳରେ ମାଗଣା ଚକ୍ଷୁଚିକିସ୍‌। ଶିବିର

ବାରଙ୍ଗ,୪/୪(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତର ସରପଂଚ କୈାଶଲ୍ୟାବଳିଆରସିଂହଙ୍କ ନେତୃତ୍ୱରେ ସୋମବାରଦିନ ରାଜୀବଗାନ୍ଧୀସେବାକେନ୍ଦ୍ରରେ ମାଗଣା ଚକ୍ଷୁଚିକିସ୍‌ାଶିବିର ଆନୁଷ୍ଠିତ ହୋଇଯାଇଛି ।ଡ.ପୁଜାଦାସ,ଡ. ନେହା,ଡ. ମନିଶା, ଡ.ଶଶିକାନ୍ତଦାସ,ଡ.ସଲିଲକୁମାରମହାନ୍ତି ପ୍ରମୁଖ ଯୋଗଦେ ଚକ୍ଷୁ ପରୀକ୍ଷା କରିଥିଲେ ।ଏହି ସିବିରରେ ୧୧୫ଜଣ ଚକ୍ଷୁରୋଗୀ ପରୀକ୍ଷାକରାଇଥିଲେ ।ନ୍ୟାୟବସରପଂଚ ଗୁଣ୍ଠବେହେରାଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଏହାକୁ ପରିଚାଳନା କରିଥରଲେ ।ଏହି ଶିବିରରେ ମେଣ୍ଢାଶାଳ ,ଗିରିଙ୍ଗାପୁଟ, ହରିପୁର, କୁକୁଡାମୁଣ୍ଡି, ହରିଡାମଡା,ବାରାପିଟା ଗ୍ରାମରୁ ଚକ୍ଷୁରୋଗୀମାନେ ଯୋଗଦେଇଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

ଶିବଙ୍କର ବାଡ଼ି ନୃସିଂହ ବିଜେ, ରାହୁ ଓ କେତୁ ଚଳନ ᯽⊱▬▬▬❊⊰❀ ମଙ୍ଗଳବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୫ ତାରିଖ, ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୫/୪୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୦୪,ମକର ରାଶି ର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଚର୍ତୁଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା,ବେଲ ଭକ୍ଷଣ ନିଷେଧ। 🐏ମେଷ👉ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ […]