Browsing daily archive

April 13, 2022

ଆଜିର ରାଶିଫଳ

ମହାବିଷୁବ(ପଣା)ସଂକ୍ରାନ୍ତି,ରାଧାରମଣ ଦେବ ,ହନୁମାନ ଙ୍କ ଜୟନ୍ତୀ ଓ ଅନଙ୍ଗ ତ୍ରୟୋଦଶୀ,ଗୁରୁବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୪ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ , ସୁର୍ୟୋଦୟ -ପ୍ରାତଃ ଘ୫/୩୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବାଇଗଣ ଭକ୍ଷଣ ନିଷେଧ,ଅମୃତ ବେଳା -ରାତ୍ରୀ ଘ୧/୧୨ ଗତେ ଘ୩/୩୬ ମଧ୍ୟେ, ମାହେନ୍ଦ୍ର ବେଳା- ଦିବା ଘ୭/୮ ମଧ୍ୟେ ଘ୧୦/୨୦ ଗତେ ଘ୧୨/୪୪ ମଧ୍ୟେ। […]