Browsing daily archive

April 15, 2022

ଆଜିର ରାଶିଫଳ

ଅପ୍ରେଲ ମାସ ୧୫ ତାରିଖ ୨୦୨୨ମସିହା(ଶୁକ୍ରବାର)ଚୈତ୍ର-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୨/୫୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା,ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଷ୍ଣୁ ଦମନ ଚତୁର୍ଦ୍ଦଶୀ,ବିରି ରାତ୍ରି ଘ ୦୨/୫୧ ଗତେ ଆମିଷ ଭକ୍ଷଣ ନିଷେଧ। 🐏ମେଷ👉ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ […]