Browsing daily archive

April 19, 2022

ବାବା ସୋମନାଥଙ୍କ ପୀଠରେ ଉଦଯାପିତ ହେଲା ୬୦ତମ ମହାଯଜ୍ଞ

ବାରଙ୍ଗ,୧୮/୪(ଏସ ଏସ ନିଉଜ) ରାଜଧାନୀ ଉପକଣ୍ଠ ଢ଼ାଉଆ ଗ୍ରାମରେ ଅବସ୍ଥାପିତ କରିଥିବା ଶ୍ରୀଶ୍ରୀ ସୋମନାଥ ଦେବଙ୍କ ପୀଠରେ ୬୦ତମ ମହାଯଜ୍ଞ ସୋମବାର ରାତିରେ ଉଦଯାପିତ ହୋଇଯାଇଛି।ଜଗତ କଲ୍ୟାଣ ପାଇଁ ହେଉଥିବା ଏହି ମହାଯଜ୍ଞରେ ରାଜ୍ୟର ବିଭିର୍ଣ ପ୍ରାନ୍ତରରୁ ଆସିଥିବା ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନୀରେ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।ପଣାସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ୫ଦିନ ଧରି ବିଭିର୍ଣ ଦେବଦେବୀଙ୍କୁ ଆହୁତିମାନ ଦିଆଯାଇଥିଲା ।ପୂର୍ଣ୍ଣାହୁତି ଦିନ ହଜାରହଜାର ଲୋକଙ୍କ ପାଇଁ ହରିହାଟର ବ୍ୟବସ୍ଥା ହୋଇଥିଲା।ଭୁବନେଶ୍ୱରଉତ୍ତର ବିଧାୟକ […]