Browsing daily archive

May 10, 2022

ଆଜିର ରାଶିଫଳ

ମଇ ମାସ ୧୧ ତାରିଖ ୨୦୨୨ ମସିହା(ବୁଧବାର)ବୈଶାଖ-ଶୁକ୍ଳପକ୍ଷ,ତିଥି- ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୨୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯,କର୍କଟ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମ ଶାଗ , ଶିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧା ବିଘ୍ନ ଦୂର ହେବ । ଅଟକି ରହି ଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ […]

ବାତ୍ୟା ବଦଳାଇଲା ଦିଗ !

ଭୁବନେଶ୍ୱର,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସଦ୍ୟତମ ସୂଚନା।ଏହି ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ।ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ।୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇ ସାରିଥିବା ଆଶା ରଖାଯାଇଛି ।ଏହାର ପ୍ରଭାବରେ କାଲି କୋରାପୁଟ, ଗଜପତି, ଗଂଜାମରେ ବର୍ଷାଲାଗିରହିବ ।ଏହାସହ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସୂଚନା ଦେଇଛନ୍ତି ।

ଖାଲିକର ବେଳାଭୂମି

ପୁରୀ,୧୦/୫(ଏସ ଏସ ନିଉଜ)ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ବଡ ବଡ ଜୁଆର ଉଠୁଥିବାରୁ ପ୍ରଶାସନ ପକ୍ଷରୁ ବେଳାଭୂମିକୁ ନଯିବାକୁ ଲୋକଙ୍କୁ ସତର୍କ କରାଉଛି ।ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସର୍ତକ ରହିବାକୁ ପରାମର୍ଶ ଦିଆଯିବା ସହ ପୁରୀ ବେଳାଭୂମିକୁ ନଯିବାକୁ ସଚେତନ କରୁଛି ।