Browsing daily archive

May 17, 2022

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,୧୭/୫(ଏସ ଏସ ନିଉଜ) ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।ଘୋଷଣା କରାଯାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟରେ ଅଭିନେତା ଅରିନ୍ଦମ,ଆକାଶ ଦାସ ନାୟକଙ୍କୁ ସାମିଲ କରାଯାଇଛି । ଏହି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ଟୁକୁନି […]

ଉଦ୍ଧାର ହେଲେ ନିଖୋଜ ନେତା

ଆସିକା,୧୭/୫(ଏସଏସ ନିଉଜ) ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କଲା କମିଶନରେଟ ପୋଲିସ ।ରାମେଶ୍ବରମରୁ ଆସି ବ୍ରହ୍ମପୁରରେ ଥିଲେ ସରୋଜ ପାଢ଼ୀ।ଉଦ୍ଧାର ନେଇ ସୂଚନା ଦେଲେ କ୍ୟାପିଟାଲ ଥାନା IIC । ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଉଦ୍ଧାର ପରେ ବ୍ରହ୍ମପୁରରୁ ଭୁବନେଶ୍ବର ଅଣାଯାଉଥିବାର ଜଣାପଡିଛି ।

ଆଜିର ରାଶିଫଳ

ମଇ ମାସ ୧୭ ତାରିଖ ୨୦୨୨ମସିହା(ମଙ୍ଗଳବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ପ୍ରତିପଦ ଦିବା ଘ୦୬/୨୩ ପର୍ଯ୍ୟନ୍ତ ତଦନ୍ତେଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୫୯,ମକର ରାଶିର ଘାତବାର,ଦ୍ଵିତୀୟା ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳ। -ଦିବା ଘ୦୧/୨୧ ଗତେ ଘ୦୨/୫୯ ମଧ୍ୟେ,ବାରବେଳା – ଦିବା ଘ୦୬/୫୦ଗତେ ଘ୦୮/୩୦ ମଧ୍ୟେ,ପାଣିକଖାରୁ ଦିବା ଘ ୦୬/୨୩ ପର୍ଯ୍ୟନ୍ତ ତଦନ୍ତେ ବୋଇତିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ […]