Browsing daily archive

May 21, 2022

ଆଜିର ରାଶିଫଳ

ମଇ ମାସ ୨୨ ତାରିଖ ୨୦୨୨ ମସିହା(ରବିବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୧/୧୮ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୩୯,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୫୨ ଗତେ ଘ୦୯/୧୩ ମଧ୍ୟେ ଓ ରାତ୍ରି ଘ୦୭/୫୨ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଦିବା ଘ୦୩/୩୪ ଗତେ ଘ୦୪/୨୪ ମଧ୍ୟେ, ତାଳ ଦିବା ଘ ୦୧/୧୮ଗତେ ନଡିଆ ଭକ୍ଷଣ […]

ଚୋରି ଘଟଣାରେ ୨ ଗିରଫ

ବାରଙ୍ଗ,୨୧/୫(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମର ସୁଧିର କୁମାର ପାତ୍ରଙ୍କ ଅଫିସ ଘରୁ ଗତ ଫେବୃଆରୀ ୨୨ ତାରିଖ ରାତିରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ଗତ ଫେବୃଆରୀ ୨୨ ତାରିଖରେ ସୁଧିର କୁମାର ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ତାଙ୍କର ଅଫିସ ଝରକା ତାଡ଼ି ଘରେ ପଶି ୧୫ ହଜାର ଟଙ୍କା […]

ଦିନ ଦ୍ୱିପ୍ରହରରେ ବାପ-ପୁଅଙ୍କୁ ଗୁଳି

ନୁଆପଡ଼ା,୨୧/୫(ଏସଏସନିୟୁଜ) ନୁଆପଡ଼ା ସିନାପଲି ରାବଣ ଛକରେ ବାଇକରେ ଆସୁଥିବାବେଳେ ବାପପୁଅଙ୍କୁ ପଛପଟୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାରରୁ ଗୁଳି କରାଯାଇଥିବା ସୂଚନା ମିଳିଛି ।ଗୁଳିକାଣ୍ଡର ପକୃତ କାରଣ ଅଦ୍ୟାବଧି ଜଣାପଡିନଥିବାର ଜଣାପଡିଛି ।

କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ରସରକାର ।ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର […]

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନେ ପାଇପାରିବେ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ […]

ଆଜିର ରାଶିଫଳ

ଶନିବାର୨୦୨୨ ମସିହା ଅଦ୍ୟ ମେଂ ମାସ ୨୧ ତାରିଖ, ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୫/୧୩/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୨୭,ଯୋଗିନୀ ପଶ୍ଚିମେ ଦିବା ଘ୩/୭ ଗତେ ବାୟବେ,ଯାତ୍ରାଦି ଶୁଭ କର୍ମ ନାସ୍ତି,ବୃଷ, ସିଂହ ଓ କନ୍ୟା ର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଦିବା ଘ୩/୭ ଗତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ […]