Browsing daily archive

May 23, 2022

ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ!

ବାରଙ୍ଗ,୨୩/୫(ଏସଏସନିଉଜ)ନନ୍ଦନକାନନରେ ଚାଲିଛି ଗୁଣ୍ଡାରାଜ ।ଏ କଥା ଆମେ କହୁନାହୁଁ ଯାହା ରବିବାରଠାରୁ ଚର୍ଚ୍ଚା ଯୋରଧରିଛି ।ସଫାରୀରେ କାର୍ଯ୍ୟରତ କର୍ମଚାରୀମାନେ ଛତିଶଗଡରୁ ଆସିଥିବା ୨୬ଜଣ ପର୍ଯ୍ୟଟକଙ୍କୁ ଗୋଡାଇଗୋଡାଇ ବାଡେଇ ଲହୁଲୁହାଣ କରିଦେଇଛନ୍ତି ।ପର୍ଯ୍ୟଟକମାନଙ୍କର ଦୋଷ ଏଇଆ ଥିଲା ଯେ, ସେମାନେ ଟିକେଟ କାଟି ପ୍ରାୟ ୩ଘଟା କାଳ ଅପେକ୍ଷା ପରେ ସଫାରୀ ଦେଖିବାର ସୁଯୋଗ ପାଇପାରିନଥିଲେ ।ଏହି କଥାକୁ ପଚାରିବାରୁ ସଫାରୀ କର୍ମଚାରୀମାନେ ଉତକ୍ଷିପ୍ତ ହୋଇ ପରିସରରେ ଚାଲୁଥିବା ବେଟରୀଚାଳିତ ଗାଡିର ଚାଳକମାନଙ୍କୁ ଡାକି ସଂଗବଦ୍ଧ ଭାବେ ପର୍ଯ୍ୟଟକମାନଙ୍କୁ […]

ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୩/୫(ଏସ ଏସ ନିଉଜ) ବଜ୍ରରାଜନଗର ଉପନିର୍ବାଚନରେ ରାଧାରାଣୀ ପଣ୍ଡାଙ୍କ ପାଇଁ ମାରାଥନ୍ ପ୍ରଚାର କରିବେଧ ର୍ମେନ୍ଦ୍ର ପ୍ରଧାନ ବେଲପାହାଡ଼, ବଜ୍ରରାଜନଗର, ଲଖନପୁରରେ କରିବେ ରୋଡ ସୋ।ଆଗାମୀ ଦିନରେ ପ୍ରଚାର କରିବେ ରମଣସିଂ,କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ,କରିବେ ବୋଲି ବିଜେପି ସା.ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସୂଚନା ଦେଇଛନ୍ତି ।

ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ

କଟକ,୨୩/୫(ଏସ ଏସ ନିଉଜ)ଜୋର ଧରିଲା କଟକ ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ ।କାମ ନକଲେ ଅଫିସରଙ୍କୁ ମାଲକାନଗିରି ପଠାଇଦେବାକୁ ସୁବାସ ଧମକ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ନବରଙ୍ଗପୁରରେ ସୁବାସ ସିଂଙ୍କ ପୋଷ୍ଟର ଦାହ କଲା ଜିଲ୍ଲା ଯୁବ କଂଗ୍ରେସ ।ସୁବାସ ସିଂଙ୍କୁ ଅବିଭକ୍ତ କୋରାପୁଟରେ ପୁରାଇ ନଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି

ଭୁବନେଶ୍ୱର,୨୩/୫(ଏସ ଏସ ନିଇଜ) ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ।ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଯୁକ୍ତି ଦେଇଛନ୍ତି।