Browsing daily archive

May 24, 2022

ଆଜିର ରାଶିଫଳ

ମେଂ ମାସ ୨୫ ତାରିଖ ୨୦୨୨ ମସିହା(ବୁଧବାର) ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୯, ଧନୁ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ଏକାଦଶୀ ର ପାର୍ବଣ ଶ୍ରାଦ୍ଧ, କଳମଶାଗ ଦିବା ଘ ୧୧/୦୨ ଗତେ ଶିମ୍ବ ଭକ୍ଷଣ ନିଷେଧ। 🐏ମେଷ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା […]