Browsing daily archive

May 29, 2022

ଆଜିର ରାଶିଫଳ

ଜ୍ୟେଷ୍ଠ ଅମାବାସ୍ୟା ଓ ସାବିତ୍ରୀ ବ୍ରତ-ସୋମବାର୨୦୨୨ ମସିହା ମଇ ମାସ ୩୦ ତାରିଖ,ଜେଷ୍ଠ ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା , ସୁର୍ୟୋଦୟ -ପ୍ରାତଃ ଘ୫/୧୦/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୦୮,ମିଥୁନ ରାଶିର ଘାତବାର,ବିଛା ରାଶିର ଘାତଚନ୍ଦ୍ର,ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ ଓ ମସ୍ୟ , ମାଂସ ଦିବା ଘ୪/୫୦ ଗତେ ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉 ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ […]

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୯/୫(ଏସ ଏସ ନିଉଜ)କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା। ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ ଛୁଇଁଲା ମୌସୁମୀ।

ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର !

ବାରଙ୍ଗ,୨୯/୫(ଏସ ଏସ ନିଉଜ)ବିବାଦ ନନ୍ଦନ କାନନର ପିଛା ଛାଡୁନାହିଁ ।ଆଜି ପୁଣି ଏକ ବିବାଦରେ ଛନ୍ଦି ହୋଇଛି ନନ୍ଦନ କାନନ ।ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀ ଖୁଆଡ଼ରେ ପଶିଛି କୁମ୍ଭୀର ।ଜଳହସ୍ତୀ ରହୁଥିବା ୬୩ନଂ ଖୁଆଡ଼ରେ ୩ ଫୁଟିଆ ମଗର କୁମ୍ଭୀର ରହିଥିବାର ଆଜି ଦେଖିବାକୁ ମିଳିଛି ।କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିବାବେଳେ ଖୁଆଡ଼ରୁ କୁମ୍ଭୀରକୁ  ଖୋଜିବା ଆରମ୍ଭ କରିଛନ୍ତି  କର୍ତ୍ତୃପକ୍ଷ।ଆଜି ଦିନତମାମ ଖୋଜାଖୋଜି ପରେ କୁମ୍ଭୀର ଦେଖା ନମିଳିବାରୁ ସିସିକ୍ୟାମେରା […]

ବିଜେଡିର ପାର୍ଥୀ ଘୋଷଣା

ଭୁବନେଶ୍ୱର,୨୯/୫(ଏସ ଏସ ନିଉଜ)୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିଛି ।ଘୋଷଣା କରାଯାଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି ।