Browsing monthly archive

June 2022

ପ୍ରେମ ପାଇଁ ଆତ୍ମହତ୍ୟା !

ବାରଙ୍ଗ,୩୦/୬(ଏସଏସନିଉଜ) ଗୁରୁବାର ସଂନ୍ଧ୍ୟାରେ ମୁଣ୍ଡଳି ବ୍ରିଜ ରୁ ଜଣେ ଯୁବତୀ ମହନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟ ବସତଃ ନଦୀ ରେ ମାଛ ମାରି ଫେରୁଥିବା କିଛି ମତ୍ସଜୀବୀ ଠିକ ସମୟରେ ଯୁବତୀ ଜଣକୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରିଆଣିପୋଲିସକୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସରେ ଚିକିସ୍‌ାପାଇଁ କଟକବଡଡାକ୍ତରଖାନାକୁ ପଠାଇଦେଇଥିଲେ ।ତେବେ ବ୍ରିଜ ଉପରେ ଥୁଆହୋଇଥିବା ଏକ ସୁଇସାଇଡ ନୋଟ ମସ୍‌୍ୟଜିବୀଙ୍କ ହାତରେ ଲାଗିଥିଲା ,ଯାହାକୁ ସେମାନେ ପୋଲିସକୁ ହସ୍ତାନ୍ତର […]

ଆଜିର ରାଶିଫଳ

ବିଶ୍ୱ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା (ରଥଯାତ୍ରା)୨୦୨୨ ମସିହା ଜୁଲାଇ ମାସ ୦୧ ତାରିଖ (ଶୁକ୍ରବାର)ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ଦ୍ୱିତିଆ ଦ ଘ୧୨/୫୬ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ ପ୍ରାତଃ ଘ୦୫/୧୪/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୮,ବିଛା, ଧନୁ ଓ ମୀନ ରାଶିର ଘାତ ବାର,ଦ୍ୱିତୀଆର ଏକୋଦିଷ୍ଟ ଶ୍ରାଦ୍ଧ,ବୋଇତି କଖାରୁଦିବା ଘ୧୨/୫୬ ଗତେ ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣ ଙ୍କ ସପକ୍ଷରେ ଯାଇପା ରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି […]

ଚାଲିଗଲା ବାପ-ପୁଅଙ୍କ ଜୀବନ

ଝାରସୁଗୁଡ଼ା,୩୦/୬(ଏସ ଏସ ନିଉଜ) ବାଇକକୁ ଭ୍ୟାନ୍ ଧକ୍କା ଦେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ। ଜୋରାବଗା ବସଷ୍ଟାଣ୍ଡ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହାପରେ ଲୋକମାନେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଜୋରାବଗା ଛକ ନିକଟରେ ରାସ୍ତାରୋକ କରିଛନ୍ତି।ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜରୁଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ

ଭୁୁବନେଶ୍ୱର,୩୦/୬(ଏସଏସନିଉଜ)ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏକନାଥ ସିନ୍ଦେ । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋସିୟାରି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ମୋଦୀ ଲେଖିଛନ୍ତି ଯେ ଏକନାଥ ସିନ୍ଦେ ଜଣେ ତୃଣମୂଳ […]

ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର,୩୦/୬(ଏସ ଏସ ନିଉଜ) ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏଣିକି ଭୁବନେଶ୍ୱରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।କରୋନା ସଂକ୍ରମଣ ବଢୁଥିବା ଓ ୪ର୍ଥ ଲହର ଆସୁଥିବାରୁ ସହରରେ ବିଏମସି କଟକଣା ଲାଗୁ କରିଛି ।ଏହାସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସର୍ବସାଧାରଣରେ ନ ଛେପ ପକାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।କୋଭିଡ ନିୟମରେ ଖିଲାପ କଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି […]

ପଢ଼ିବାକୁ ବାରଣ କରିବାରୁ ଜୀବନ ହାରିଲେ

ଆନନ୍ଦପୁର,୩୦/୬(ଏସ ଏସ ନିଉଜ) ପଢ଼ିବାକୁ ବାରଣ କରିବାରୁ ଜୀବନ ହାରିଲେ +୩ ଛାତ୍ର । ମୃତକ ହେଉଛନ୍ତି ଅକରୁଆ ଗାଁର ଜଣେ ମେଧାବୀ ଛାତ୍ର। +୩ ପ୍ରଥମ ବର୍ଷରେ ସେ ପଢୁଥିଲେ । ସବୁବେଳେ ପାଠ ପଢ଼ିବାରୁୁ ପରିବାର ଲୋକେ ବିରକ୍ତ ହବାସହ ପାଠପଢ଼ା ବାରଣ କରିବାରୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ପାୱାର ୱାରରେ ଯବନିକା

ଭୁବନେଶ୍ୱର,୩୦/୬(ଏସ ଏସ ନିଉଜ) ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକ୍‌ରେଙ୍କ । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର ଦେଇଛନ୍ତି ।ଏହାପରେ ଏକନାଥ ସିନ୍ଦେ କ୍ୟାମ୍ପ ସହ ବିଜେପି ସରକାର ଗଢ଼ିବା ସମ୍ଭାବନା ଦେଖଦେଇଛି ।

ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ,୩୦/୬(ଏସ ଏସ ନିଉଜ)ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେପରେ ସିଂହଦ୍ୱାର ଯିବେ ୩ରଥ।ଚାଲିଛି ୩ ରଥକୁ ଆଜ୍ଞାମାଳ ବିଜେ ।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ ।ଏହି ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ […]

ଆଜିର ରାଶିଫଳ

ଉଭାଯାତ୍ରା ଓ ନବଯୌବନ ଦର୍ଶନ,୨୦୨୨ ମସିହା ଜୁନ ମାସ ୩୦ ତାରିଖ (ଗୁରୁବାର) ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ପ୍ରତିପଦା ଦ ଘ୧୦/୩୨ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୩/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୬,ତୁଳା ଓ କୁମ୍ଭ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ରଦ୍ୱିତୀଆର ପ୍ରାବଣ ଶ୍ରାଦ୍ଧ,ପାଣି କଖାରୁ ଦିବା ଘ୧୦/୩୨ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ 🐏ମେଷ👉 ଦେବ ଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ […]

ଆଜିର ରାଶିଫଳ

ଅମାବାସ୍ୟା, ନେତ୍ରୋଉତ୍ସବ ଓ ନବଯୌବନ ଦର୍ଶନ,୨୦୨୨ ମସିହା ଜୁନ ମାସ ୨୯ ତାରିଖ (ବୁଧବାର)ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ଦ ଘ୭/୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା,ସୁର୍ୟୋଦୟ ପ୍ରାତଃ ଘ୦୫/୧୩/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୭,କର୍କଟ ରାଶିରଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ ମାଛ, ମାଂସ ଦିବା ଘ୮/୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । 🐏ମେଷ👉ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ […]