ଆଜିର ରାଶିଫଳ
୨୦୨୨ ମସିହା ଜୁଲାଇ ମାସ ୨୦ ତାରିଖ (ବୁଧବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୭/୩୨ ପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୧/୩୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୭ ,କର୍କଟ ରାଶି ର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଦିବା ଘ୭/୩୨ ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ଦିନ ଉତ୍ତମ ଓ ସଂମ୍ପତ୍ତି ଦେବାର ଅଛି । ଆପଣଙ୍କୁ ଆଯି କେଉଁ ନୁଆ ସଂମ୍ପତ୍ତି ପ୍ରାପ୍ତି […]