Browsing daily archive

August 11, 2022

ଆଜିର ରାଶିଫଳ

ଗ୍ରହ୍ମା ପୂର୍ଣ୍ଣିମା ଓ ଶ୍ରୀ ମନ୍ଦିରରେ ଝୁଲଣ ଶେଷ,୨୦୨୨ ମସିହା ଅଗଷ୍ଟ ମାସ ୧୨ ତାରିଖ (ଶୁକ୍ରବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ଦିବା ଘ୭/୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୯/୨୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୪୨ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସ୍ତ୍ରୀ ତୈଳ ବର୍ଜନ ଓ ମାଛ , ମାଂସ ଦିବା ଘ୭/୮ ଗତେ ପାଣି କଖାରୁ […]

ଯମୁନାରେ ଓଲଟିଲା ଡଙ୍ଗା

ଭୁବନେଶ୍ୱର,୧/୮(ଏସଏସନିଜ)ଯମୁନା ନଦୀରେ ଡଙ୍ଗା ବୁଡ଼ି ୩ ମୃତ୍ୟୁବରଣ କରିଛନ୍ତି ।ଏହାସହ ୧୭ ଜଣ ନିଖୋଜଥିବାର ଜଣାପଡିଛି । ଉତ୍ତର ପ୍ରଦେଶ ବନ୍ଦା ଥାନା ଅଞ୍ଚଳରେ ଯମୁନାରେ ଓଲଟିପଡିଥିଲା ଡଙ୍ଗା । ଫତେପୁରରୁ ମାର୍କା ଗାଁକୁ ଯିବା ବେଳେ ଡଙ୍ଗାଟି ଓଲଟିପଡିବାଫଳରେ ଡଙ୍ଗାରେ ଥିବା ୩୫ ଜଣଙ୍କ ମଧ୍ୟରୁ ୧୫ ଜଣ ଉଦ୍ଧାର କରାଯାଇଛି ।  

ଅଲାରନାଥ ମନ୍ଦିରରେ ୫ଟି ସଚିବ

ଭୁବନେଶ୍ୱର,୧/୮(ଏସଏସନିଜ)୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅଚାନକ ଭାବେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନରେ ଅପରାହ୍ନରେ ଆସି ପହଞ୍ଚିଥିଲେ ।୫ଟି ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ । ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ପହଁଚିବା ପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ ସେବାୟତମାନେ କରିଥିଲେ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି […]