ଆଜିର ରାଶିଫଳ
ଶ୍ରୀ ଗଣେଶ ଚର୍ତୁଥୀ ବ୍ରତ ,୨୦୨୨ ମସିହା ଅଗଷ୍ଟ ମାସ ୩୧ ତାରିଖ (ବୁଧବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ .ତିଥି- ଚର୍ତୁଥୀ ଦିବା ଘ୩/୧୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୪/୧୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୫୯/୨୩ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଦିବା ଘ୩/୧୯ ଗତେ ବେଲ) ଭକ୍ଷଣ ନିଷେଧ । ମେଷ-ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ […]