ଆଜିର ରାଶିଫଳ
ଜାନୁଆରୀ ମାସ ୧୬ ତାରିଖ ୨୦୨୩ ମସିହା(ସୋମବାର)ମାଘମାସ-କୃଷ୍ଣପକ୍ଷ ,ତିଥି- ନବମୀ ରାତ୍ରି ଘ୦୭/୧୭ ଗତେ ଦଶମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୯ ,ମିଥୁନ ରାଶିର ଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ନଡିଆ ରାତ୍ରି ଘ୦୭/୪୭ ଗତେଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେଧୈର୍ଯ୍ୟହରା ନ ହୋଇ […]